Presented By Babula Bhai Creation
Dubbing And Mastering
Kumar Sekhar Kabi ( Iswar )
Mob - 7735057735
କେଳା କେଲୁଣୀ ଦଣ୍ଡ ନାଚ
ଗାୟକ - ମାଧବ ସାର
ପ୍ରଯୋଜନା - ଇଂ ଉପେନ୍ଦ୍ର କୁମାର ନାଏକ
ଗୀତ ରଚନା - ଶ୍ରୀ ରଵୀନ୍ଦ୍ର ନାଥ ନାଏକ
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ - ଆପଣମାନଙ୍କୁ ବହୁତ ବହୁତ
ସ୍ୱାଗତମ ଆମ ଚାନେଲ ବାବୁଲା ଭାଇ କ୍ରିଏସନ l ଏଇ ଚାନେଲ ପାଇଁ କେଳା କେଲୁଣି ଗିତ ରେକଡିଙ୍ଗ ହେଉଛି l କେଳା , ଯାହାକି ଦଣ୍ଡ ନାଚ ର ଏକ ଅଂଶ ବିଶେଷ l କେଳା, ଯେତେବେଳେ ସେ ଗାଁ ଗାଁ ବୁଲି ମୁଠି ଖେଳ କରୁଛି , ଅଠା କାଠି ରେ ପକ୍ଷୀ ମାରୁଛି, ତା ସ୍ତ୍ରୀ କୁ ନଳ ଉପରେ ଚଢି ଖେଳ ଦେଖାଉଛି , ପ୍ରଥମେ ସେ ବିଭିନ୍ନ ଦେବା ଦେବୀ ଙ୍କୁ ବନ୍ଦନା କରୁଛି l ଏ ଗୀତରେ , କୋଶଳା ର ରାମଚଣ୍ଡୀ ଠୁ ଆରମ୍ଭ କରି , ତାଳଚେର ର ହିଙ୍ଗୁଳା, ଅନୁଗୋଳ ର କଳାପାଟ , ଲୋଭୀ ଠାକୁରାଣୀ ଙ୍କୁ ବନ୍ଦନା କରୁଛି l ବହୁତ କଷ୍ଟ କରି ଗୀତଟି ରେକର୍ଡିଂ କରା ଯାଇଛି l ଗୀତଟି ସମ୍ପୁର୍ଣ୍ଣ ଶୁଣନ୍ତୁ l ଭଲ ଲାଗିଲେ ଲାଇକ କମେଣ୍ଟ ଓ ସେୟାର କରନ୍ତୁ l ଯଦି ଚାନେଲ କୁ ସବସ୍କ୍ରାଇବ କରି ନାହାନ୍ତି ଏବେ ହିଁ ସବସ୍କ୍ରାଇବ କରନ୍ତୁ l ଆଗକୁ ଆମେ ବହୁତ ଭଲ ଭଲ ଭିଡିଓ ଛାଡ଼ିବୁ I ଧନ୍ୟବାଦ l ନମସ୍କାର
Related By - Kela Keluni Danda Nritya
Danda Nacha Kela Keluni
Kela Keluni
#Danda_Nacha
#Danda_Nacha_2022
#Hadi
#Hadiani
#Kela_Keluni
#Kela
#Keluni
#patrasaura
danda nacha,
kela keluni danda nacha,
badi danda kela keluni,
kela keluni,
danda nacha kela,
kela keluni danda,
kela keluni badi danda,
badi danda nacha,
kela keluni danda nacha gita,
danda nacha kela keluni video,
2021 danda nacha,
rantalae danda nacha,b
enagadia kadua kela keluni
kadua danda nacha,
kela keluni nacha,
sapua kela danda nacha
,kela keluni danda gita,
odia kela keluni
danda nrutya,
odia kela keluni nacha,
kela keluni danda gita odia,
lokeipasi danda nacha,
Disclaimer -
video is for educational purpose only. Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use.
Информация по комментариям в разработке