ମାଓବାଦୀଙ୍କ ବନ୍ଧୁକ ଗୁଳି ଦେଖି ସେନା ବି ତାଜୁବ | Odisha Reporter

Описание к видео ମାଓବାଦୀଙ୍କ ବନ୍ଧୁକ ଗୁଳି ଦେଖି ସେନା ବି ତାଜୁବ | Odisha Reporter

ଶେଷ ହେଲା ଅପରେସନ ଆବୁଝମାଡ଼ । ଆବୁଝମାଡ଼ ଜଙ୍ଗଲରୁ ସଫଳତା ସହ ଫେରିଲେ ସୁରକ୍ଷା କର୍ମୀ । ଅପରେସନ ରେ 31 ଜଣ ମାଓବାଦୀ ନିହତ ହୋଇଛନ୍ତି । ମାଓ କ୍ୟାମ୍ପରୁ ଜବତ ହୋଇଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବିସ୍ପୋରକ ସାମଗ୍ରୀ । ଯାହା ଦେଖିଲେ ଆପଣ ବି ହୋଇଯିବେ ତାଜୁବ । ଗ୍ରାଉଣ୍ଡ ଜିରୋରୁ ଦେଖନ୍ତୁ କେଉଁ କେଉଁ ସାମଗ୍ରୀ ଜବତ ହୋଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #rifle #pistol #Magazine #maobadi #Operation #chhatisgarhtourism

Комментарии

Информация по комментариям в разработке