‘ଥାନାରେ କାହିଁକି ନାଇଟି ପିନ୍ଧୁଛନ୍ତି’ || Bharatpur Police Station Incident || Odisha Reporter

Описание к видео ‘ଥାନାରେ କାହିଁକି ନାଇଟି ପିନ୍ଧୁଛନ୍ତି’ || Bharatpur Police Station Incident || Odisha Reporter

#ପୋଲିସ_ଥାନାରେ_ନାଇଟି_ହ୍ୟାପ_ପ୍ୟାଣ୍ଟ_ପିନ୍ଧିବା_ପାଇଁ_ନିର୍ଦ୍ଧେଶ_ଅଛି_କି?
ଭରତପୁର ଘଟଣାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଏହି ଘଟଣାରେ ମୋ ମୁଣ୍ଡ ତଳକୁ ହେଇଯାଉଛି। କାହିଁକି ଅଭିଯୁକ୍ତ ପୋଲିସ ଅଫିସରଙ୍କୁ ଗିରଫ କରାଯାଇନି। ରୋଡ ସାଇଡ ରୋମିଓ କେବେ ଗିରଫ ହେବେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଶୁଣନ୍ତୁ ଆଉ କଣ କହିଛନ୍ତି...

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Odisha #Bhubaneswar #Bharatpurpolicestation #BijayPattnaik

Комментарии

Информация по комментариям в разработке