2024/25 Action plan ଆସିଗଲା

Описание к видео 2024/25 Action plan ଆସିଗଲା

2024/25 Action plan ଆସିଗଲା ‎@crpdidi  🙏
Disclaimer- Some contents are used for educational purposes under fair use. Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research.

Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use. All credit for copyright material used in video goes to respected ownersଚ୍ୟାନେଲ Disclaimer:
ଏହି ଚ୍ୟାନେଲରେ ଦିଆଯାଉଥିବା ସମସ୍ତ ସୂଚନା ଏବଂ ବିବରଣୀ ସର୍ବସାଧାରଣଙ୍କ ଜ୍ଞାନ ଅବଧିକାରୀର ଲାଭ ପାଇଁ ଅଟେ। ଆମେ ଏହି ଚ୍ୟାନେଲରେ ସରକାରୀ ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ, ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ, ଏହାର କାର୍ଯ୍ୟ, ଭୂମିକା, ଖାତାପତ୍ର ଲିଖନ ପ୍ରଣାଳୀ, ଏଥି ସମ୍ବନ୍ଧୀୟ ନୂତନ Updates, ମହିଳା ସଶକ୍ତିକରଣ, ପଞ୍ଚାୟତରାଜ ବ୍ୟବସ୍ତା, ଆୟ ସମ୍ଭାବନା ଏବଂ ଅନେକ ବିଷୟରେ ସୂଚନା ପ୍ରଦାନ କରିଥାଉ। ଏହି ଚ୍ୟାନେଲରେ ଦିଆଯାଉଥିବା ସୂଚନାଗୁଡ଼ିକ ସୂଚନାତ୍ମକ ଏବଂ ଶିକ୍ଷାତ୍ମକ ଉଦ୍ଦେଶ୍ୟ ପାଇଁ ଅଟେ। ଆମେ ସତ୍ୟ ଓ ସଠିକ ତଥ୍ୟ ପ୍ରଦାନ କରିବାର ଚେଷ୍ଟା କରୁଥାଉ, କିନ୍ତୁ ତଥାପି ଏହି ସୂଚନାର ସଠିକତା ଏବଂ ସମ୍ପୂର୍ଣ୍ଣତା ସମ୍ପର୍କରେ କୌଣସି ଦାୟିତ୍ୱ ନେଉ ନାହିଁ। ଆପଣମାନେ ଯେକୌଣସି ପ୍ରକାରର ବୈକଳ୍ପିକ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ବିଶେଷଜ୍ଞ, ବିଭାଗୀୟ କର୍ମଚାରୀ, ପଞ୍ଚାୟତ ଅନୁଷ୍ଠାନ ଓ ବିଭାଗୀୟ ମନ୍ତ୍ରୀବର୍ଗଙ୍କ ସହ ପରାମର୍ଶ କରନ୍ତୁ। ଆମେ ଏହି ଚ୍ୟାନେଲରେ ପ୍ରଦାନ କରାଯାଉଥିବା ସୂଚନା ଅବଳମ୍ବନ କରି କୌଣସି ପ୍ରକାର ଅପାହାତି, ଅନୁକୂଳ, କିମ୍ବା କ୍ଷତି ସହିବା ପାଇଁ ଦାୟୀ ନୁହେଁ।

ଧନ୍ୟବାଦ।

Комментарии

Информация по комментариям в разработке