Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть Spring Water Turns Life Line For Dangaria Tribes

  • MBC TV
  • 2017-04-28
  • 20
Spring Water Turns Life Line For Dangaria Tribes
  • ok logo

Скачать Spring Water Turns Life Line For Dangaria Tribes бесплатно в качестве 4к (2к / 1080p)

У нас вы можете скачать бесплатно Spring Water Turns Life Line For Dangaria Tribes или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку Spring Water Turns Life Line For Dangaria Tribes бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео Spring Water Turns Life Line For Dangaria Tribes

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ଡଙ୍ଗରିଆ ଗାଁ ମାନଙ୍କରେ ଉତ୍କଟ ଜଳ ସଂକଟ । ନିୟମଗିରି ପାହାଡ଼ି ଅଞ୍ଚଳରେ ବସବାସ କରନ୍ତି ଏହି ଡଙ୍ଗରିଆମାନେ । ଗ୍ରୀଷ୍ମ ଋତୁରେ ସେମାନେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ଏଭଳି ସ୍ଥିତିରେ ଝରଣା ପାଣି ହିଁ ଏବେ ପାଲଟିଛି ଡଙ୍ଗରିଆଙ୍କ ସାହା ଓ ଭରସା ।
ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ର ବିଭିନ୍ନ ଗାଁରେ ଜଳାଭାବ । କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର କୁସୁମୁଇଁ ଗାଁରେ ପାଣି ପାଇଁ ହାହାକାର । ଗାଁରେ ୨୦ଟି ଡଙ୍ଗରିଆ କନ୍ଧ ପରିବାର ବାସ କରନ୍ତି । ଏଠାରେ ସରକାରଙ୍କ ଯୋଜନା ସବୁ ଅପହଞ୍ଚ । ଖରାଦିନ ଆସିଲେ କଥା ସରିଲା । ପାଣି ପାଇଁ ଏଠାରେ ଚାଲେ ଅହରହ ସଂଘର୍ଷ । ନଳକୂଅ ଅଚଳ ହୋଇଯାଇଥିବାରୁ ଗାଁ ଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ଝରଣାରୁ ଲୋକଙ୍କୁ ପାଣି ସଂଗ୍ରହ କରିବାକୁ ପଡିଥାଏ ।
ଏହି ଡଙ୍ଗରିଆମାନେ ନଦୀ, ନାଳର ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ନିୟମଗିରି ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ସ୍ୱୀକାର କରିଛନ୍ତି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଲାଲ ବିହାରୀ ହିମିରିକା । ସେ କହିଛନ୍ତି ଗାଁ ଗୁଡିକୁ ଯିବାପାଇଁ ରାସ୍ତା ନାହିଁ । ତେଣୁ ନଳକୂଅ ଖନନ କରିବା ସମ୍ଭବ ହୋଇପାରୁନି । ରାସ୍ତା ନିର୍ମାଣ ହେବାପରେ ସମସ୍ତ ସମସ୍ୟା ଧିରେ ଧିରେ ସମାଧାନ କରାଯିବ ।
ରାଜ୍ୟ ସରକାର ଡଙ୍ଗରିଆ ଜନଜାତି ଲୋକଙ୍କ ଉନ୍ନୟନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଯୋଜନାର ସଫଳ ରୂପାୟନ କିଭଳି ହେଉଛି ତାହା ଏହି ଡଙ୍ଗରିଆ କନ୍ଧଙ୍କ ଜଳକଷ୍ଟରୁ ସ୍ପଷ୍ଟ ଜଣାପଡୁଛି ।

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]