Wayanad Disaster : ଏ ଦୃଶ୍ୟ ଦେଖିଲେ ଥରି ଉଠିବ ଛାତି! | Massive Landslide in Kerala |Natural disaster |OR

Описание к видео Wayanad Disaster : ଏ ଦୃଶ୍ୟ ଦେଖିଲେ ଥରି ଉଠିବ ଛାତି! | Massive Landslide in Kerala |Natural disaster |OR

ଭଗବାନଙ୍କ ନିଜ ରାଜ୍ୟରେ ଯମଦୂତ ସାଜି ଆସିଛି ବର୍ଷା। ଲଗାଣ ବର୍ଷା ପରେ ହଠାତ ପାହାଡ଼ରୁ ପାଣି ଖସିବା ଯୋଗୁଁ କେରଳର ୱେୟନାଡରେ ଭୂସ୍ଖଳନ ଘଟି ଧ୍ବଂସ ହୋଇଛି ଜନବସତି। ଗାଁ ଭିତର ଦେଇ ମାଡ଼ିଯାଇଛି ଆବର୍ଜନାର ପାଣିସୁଅ। ଆଉ ତା ଭିତରେ ଭାସି ଯାଇଛି ଘରଦ୍ବାର। ଗାଡ଼ି ମୋଟର ଆଉ ଗଛଲତା। ବିରାଟ ଚା ବଗିଚା ମଧ୍ୟ ଭାସିଯାଇଛି ଭୂସ୍ଖଳନରେ। ସ୍ଥିତି ଥମିବା ପରର ଏ ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠୁଛି।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #kerala #flood #drowning #KeralaNews #odisha #OdishaReporter

Комментарии

Информация по комментариям в разработке