ଚନ୍ଦନେଶ୍ୱର ମହାଦେବଙ୍କ ଚମତ୍କାର ଲୀଳା...PART-1 || RAJ ROCKERS || CHANDANESWAR TEMPLE || DHIAKURANSH

Описание к видео ଚନ୍ଦନେଶ୍ୱର ମହାଦେବଙ୍କ ଚମତ୍କାର ଲୀଳା...PART-1 || RAJ ROCKERS || CHANDANESWAR TEMPLE || DHIAKURANSH

ଶ୍ରୀଶ୍ରୀ ଚନ୍ଦନେଶ୍ୱର ମହାଦେବ,ଢ଼ିଅକୁରାଂଶ, ମଧୁବନ, ଯାଜପୁର ଜିଲ୍ଲାର ଦର୍ଶନୀୟ ସ୍ଥାନ
ବହୁ ପୁରାତନ ଶୈବକ୍ଷେତ୍ର, ଭଗବାନ ଶିବଶଙ୍କର ଭୋଳାନାଥ ମହାଦେବ ଏଠାରେ କେଉଁ କାଳରୁ ବିଦ୍ୟମାନ ତାହାର ଇତିହାସ ହୁଏତ ଖୁବକମ ବିଜ୍ଞବ୍ୟକ୍ତି ଜାଣିଥିବେ ବା କିଛି ପୋଥି ପୁରାଣରେ ଲିଖିତ ଥିବ...
ଆଜି ସଂକ୍ରାନ୍ତିରେ ଅନେକ ଶ୍ରଦ୍ଧାଳୁ ଭକ୍ତ ଆସିଥିଲେ ମନ୍ଦିର, ଶ୍ରଦ୍ଧା ଓ ଭକ୍ତିରେ ଡାକିଲେ ମନକଥା ଶୁଣନ୍ତି ମହାଦେବ, ଅନେକ ଭକ୍ତଙ୍କ ମାନସିକ, ମନସ୍କାମନା ପୂରଣ ହେଇଛି ଏଠାରେ...
VISITING PLACE OF JAJPUR DISTRICT, BELONGS TO RASULPUR BLOCK, ONE OF THE MOST ANCIENT EXISTING SHIVLING IN JAJPUR DISTRICT
#jajpur
#rasulpur
#odisha
#india
#instagram
#shiv
#shivshankara
#bholanath
#bholenath
#mahadev
  / raj_rockstar_official  

Комментарии

Информация по комментариям в разработке