Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ଆରାଧନା ଏବଂ ପାପର କ୍ଷମା 【ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍】

  • World Mission Society Church of God
  • 2020-06-23
  • 1720
ଆରାଧନା ଏବଂ ପାପର କ୍ଷମା 【ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍】
Wmscogଚର୍ଚ୍ଚ ଅଫ୍ ଗଡ୍ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ଆନ୍ ସାଙ୍ଗ୍ ହୋଙ୍ଗ୍ମାତା ପରମେଶ୍ୱରସ୍ୱର୍ଗୀୟ ମାତାକିମ୍ ଜୁ ଚିଅଲ୍ନିସ୍ତାର ପର୍ବବିଶ୍ରାମ ଦିନନୂତନ ନାମଦ୍ୱିତୀୟ ଥର ଆଗମନ କରିବାଦ୍ୱିତୀୟ ଥର ଆସିଥିବା ଯୀଶୁପ୍ରଧାନ ପାଦ୍ରୀ କିମ୍ ଜୁ ଚିଅଲଙ୍କ ଭିଡିଓ ଉପଦେଶ
  • ok logo

Скачать ଆରାଧନା ଏବଂ ପାପର କ୍ଷମା 【ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍】 бесплатно в качестве 4к (2к / 1080p)

У нас вы можете скачать бесплатно ଆରାଧନା ଏବଂ ପାପର କ୍ଷମା 【ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍】 или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ଆରାଧନା ଏବଂ ପାପର କ୍ଷମା 【ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍】 бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ଆରାଧନା ଏବଂ ପାପର କ୍ଷମା 【ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍】

【ଓଡିଆ, Odia】
ଏହି ଭିଡିଓ ର ପ୍ରକାଶନକାର ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ପାଖରେ ଅଛି । ଆଇନଗତ ଅଧିକାର ନଥିବା ନକଲ ଓ ବିତରଣ ନିଷିଦ୍ଧ ଅଟେ ।

ପାପର କ୍ଷମା ଯାହାଦ୍ୱାରା ଆମ୍ଭେ ଅମୃତ ବୃକ୍ଷ ନିକଟକୁ ଯାଇପାରିବା
ଆରାଧନା ଦ୍ୱାରା ଦିଆଯାଏ
ପୁରାତନ ନିୟମର ବଳିଦାନରେ ପାପୀମାନଙ୍କ ଅନୁତାପ ଓ ପରମେଶ୍ୱରଙ୍କ ପ୍ରାୟଶ୍ଚିତ ଅଛି ।
ଆଦମ ଓ ହବା ପାପ କରିବା ପରେ, ପରମେଶ୍ୱର କୟିନ ଓ ହେବଲଙ୍କୁ
ବଳିଦାନର ଦାନ ଉତ୍ସର୍ଗ କରିବାର ଅନୁମତି ଦେଲେ ଯାହାଦ୍ୱାରା ସେମାନେ ପୁନର୍ବାର ଜୀବନ ବୃକ୍ଷ
ନିକଟକୁ ଯାଇ ପାରିଥାଆନ୍ତେ । ବଳିଦାନ ମୋଶାଙ୍କ ସମୟ ପର୍ଯ୍ୟନ୍ତ ଚାଲିଲା
ଆଉ ନୂତନ ନିୟମରେ ତାହା ଆରାଧନା ରୂପରେ ପରିବର୍ତ୍ତନ ହେଲା ।

ଯୀଶୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ପଶୁମାନଙ୍କ ପରିବର୍ତ୍ତେ ପାପବଳି ହେଲେ
ଆରାଧନା ବିନା ଯାହା ଆମ୍ଭେ ପରମେଶ୍ୱରଙ୍କ ଦେଉ,
ଆମ୍ଭମାନଙ୍କୁ ପାପର କ୍ଷମା ଦିଆଯାଇ ପାରିବ ନାହିଁ ।

ପୁରାତନ ନିୟମର ସମସ୍ତ ଆରାଧନାରେ ପାପୀମାନଙ୍କ ବଦଳରେ ପଶୁମାନଙ୍କ ରକ୍ତ ନିର୍ଗତ କରାଯାଉଥିଲା ।
କିନ୍ତୁ, ନୂତନ ନିୟମରେ ଯୀଶୁ ପାପବଳି ରୂପରେ ସ୍ୱୟଂକୁ ବଳିଦାନ କଲେ ।
ଏଥିପାଇଁ, ଆମ୍ଭମାନଙ୍କୁ ଯୀଶୁଙ୍କ ବଳିଦାନ ଦ୍ୱାରା ସ୍ଥାପିତ ହୋଇଥିବା ସମସ୍ତ ଆରାଧନା
ଆତ୍ମା ଓ ସତ୍ୟରେ କରିବା ଉଚିତ୍ ।

ମଲକୀଷେଦକଙ୍କ ରୀତିରେ ମହାଯାଜକ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଏହି ତଥ୍ୟ କି ଯୀଶୁ ମହାଯାଜକ ହେଲେ, ଅର୍ଥ
କି ଆମ୍ଭମାନଙ୍କୁ ଆରାଧନା କରିବା ଜାରି ରଖିବା ଉଚିତ୍ ।
ଚର୍ଚ୍ଚ ଅଫ୍ ଗଡ୍ ର ସମସ୍ତ ସଦସ୍ୟ ବିଶ୍ରାମ ଦିମ ଓ ନିସ୍ତାର ପର୍ବ ପରି ସମସ୍ତ ଆରାଧନା
ପାଳନ କରୁଛନ୍ତି ଓ ସେମାନେ ପାପର କ୍ଷମା ଓ ସ୍ୱର୍ଗର ଆଶା ଆଡ଼କୁ,
ଯାହା ପରମେଶ୍ୱର ଆମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି ଯାଉଅଛନ୍ତି ।

ଏବ୍ରୀ ୫:୯−୧୦
...ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର
କାରଣ ସ୍ଵରୂପ ହେଲେ; ଏହେତୁ ସେ ଈଶ୍ଵରଙ୍କ କର୍ତ୍ତୃକ ମଲକୀଷେଦକଙ୍କ
ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ ।

〖World Mission Society Church of God〗https://watv.org
〖WATV Media Cast〗 https://watvmedia.org/or
〖Church of God Introduction〗https://introwmscog.com

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]