Antara Mo Kanduchhi। ଅନ୍ତର ମୋ କାନ୍ଦୁଛି । Ft- @ArunSeul। Moses Lima। Odia Devotional Christian Song

Описание к видео Antara Mo Kanduchhi। ଅନ୍ତର ମୋ କାନ୍ଦୁଛି । Ft- @ArunSeul। Moses Lima। Odia Devotional Christian Song

Praise The Lord

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର ପ୍ରଭୁଙ୍କ ଗୌରବ ହେଉ ଅନେକ ପରିଶ୍ରମ ପରେ ପୁଣି ଥରେ ଗୋଟିଏ ଦୁଃଖ ଭରା ଖ୍ରୀଷ୍ଟୀୟ ସଙ୍ଗୀତ ନେଇ ଆସିଅଛୁ ଏହି ଗୀତ କରିଥିବା ପାପରୁ ନିଜକୁ ପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଓ ନିଜ ପାପ ନିମନ୍ତେ ଈଶ୍ବର ଠାରେ କ୍ରନ୍ଦନ କରିବା ବିଷୟରେ ଲେଖା ଅଛି.....
ଆଶା କରେ ନିଶ୍ଚୟ ଆପଣମାନଙ୍କୁ ବୋହୁତ ଭଲ ଲାଗିବ ଓ ଏହି ଗୀତ ଦ୍ଵାରା ପ୍ରଭୁଙ୍କ ଉପସ୍ଥିତି କୁ ଅନୁଭବ କରିବା ସାହାର୍ଯ୍ୟ କରିବ ବୋଲି ମୋର ପ୍ରାର୍ଥନା .....

ଆପଣ ମାନଙ୍କୁ ଧନ୍ୟବାଦ୍ ଜଣାଉଛୁ ପ୍ରଭୁଙ୍କ ନିମନ୍ତେ ଆପଣ ମାନେ ବୋହୁତ ପ୍ରେମ ଦେଇ ଆସୁଛନ୍ତି ଓ ଏହି ଗୀତରେ ମଧ୍ଯ ବୋହୁତ ପ୍ରେମ ଓ ସାହାର୍ଯ୍ୟ ଦେବେ ବୋଲି ଆଶା....

ଏହି ଗୀତକୁ ପ୍ରଭୁଙ୍କ ଗୌରବ ନିମନ୍ତେ ନିଜ ବନ୍ଧୁ ପାରିବାର ସମସ୍ତଙ୍କୁ ପଠାଇ ଆଶୀର୍ବାଦର କାରଣ ହୁଅନ୍ତୁ...ଧନ୍ୟବାଦ🙏


Song - Antara mo kanduchhi

Singing - Arun Seul

Music - Moses Lima

Music Arrangement - Arun Seul

Producer - Moses Lima

Present - ML

Poster - Moses Lima

Video Editing - Moses Lima

Odia Lyrics.....👇

ଅନ୍ତର ମୋ କାନ୍ଦୁଛି
ପାପେ ପଡ଼ି ବାରମ୍ବାର (୨ଥର
ଅପରାଧୀ ମୁଁ ଅବିବେକି (୨ଥର
ଫେରି ମୁଁ ଆସିଛି
ଅନୁତାପ କରି….(୨ଥର
କରିଛି ସତ ଅନେକ ଦୋଷ
କ୍ଷମା କର ଜଗଦୀଶ (୨ଥର
ଅନ୍ତର ମୋ କାନ୍ଦୁଛି
ପାପେ ପଡ଼ି ବାରମ୍ବାର
(୧)
ମନ ଆତ୍ମା ଭାବନା ମୋ ପାପରେ ହଜିଛି
ଅନ୍ଧକାରେ ଏ ଜଗତ ପାପରେ ଲୁଚିଛି (୨ଥର
ସାହା ହୁଅ ହେଁ ସହାୟ
ଦୟାରେ ମୋତେ କ୍ଷମା କର (୨ଥର)
ଅନ୍ତର ମୋ କାନ୍ଦୁଛି
ପାପେ ପଡ଼ି ବାରମ୍ବାର
(୨)
ଭ୍ରାତା ଭଗ୍ନୀ ତୁମ ବିରୁଦ୍ଧେ କରିଛି ପାପ ମୁଁ
ଯୀଶୁ ନାମେ ପିତା ପାଶେ ମିନତି କରେ ମୁଁ
କ୍ଷମା କର ପାପ ମୋର
କ୍ଷମାରେ ଆହେ ଦୟା ସାଗର
ଅନ୍ତର ମୋ କାନ୍ଦୁଛି
ପାପେ ପଡ଼ି ବାରମ୍ବାର
ପାପେ ପଡ଼ି ବାରମ୍ବାର
(ସମାପ୍ତ)


Like Share Comment Subscribe କରନ୍ତୁ

God Bless You All 🙌

Комментарии

Информация по комментариям в разработке