ଥାନା ବାବୁଙ୍କ ଆଇନ ପାଠ ପୂରା ଓଲଟା ! | Police Accused of Aggression in Bhadrak | Odisha Reporter

Описание к видео ଥାନା ବାବୁଙ୍କ ଆଇନ ପାଠ ପୂରା ଓଲଟା ! | Police Accused of Aggression in Bhadrak | Odisha Reporter

ପ୍ରଶ୍ନ ପଚାରିଲେ ପୋଲିସ ବାବୁଙ୍କ ମୁଣ୍ଡକୁ ଉଠି ଯାଉଛି ରକ୍ତ । ସିଂହ ଭଳି ଗର୍ଜନ କରି ଗୋଡାଇ ଯାଉଛନ୍ତି ମାରିବାକୁ। ନିଜକୁ ଦବଙ୍ଗ ଅଫିସର ଭାବି ସିଂଘମ ଷ୍ଟାଇଲେ ମାଡ଼ ମରିଛନ୍ତି ସାଧାରଣ ଲୋକଙ୍କୁ। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ମୁକୁଳାଇବା ପାଇଁ ସାଧାରଣ ଲୋକଙ୍କୁ ଧକା ଓ ମୁଥ ମାରି ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #OdishaPolice #Bhadraknews #angrypolice #OdishaNews #odishareporter

Комментарии

Информация по комментариям в разработке