Bharata Matara Santana Amere || Vande Mataram || Kumkum Biswas || Patriotic Song || August 15 Song |

Описание к видео Bharata Matara Santana Amere || Vande Mataram || Kumkum Biswas || Patriotic Song || August 15 Song |

Bharata Matara Santana Amere || Vande Mataram || Kumkum Biswas || Patriotic Song || August 15 Song ||

Channel Official Contact- 9556393468
✽ Singer - Kumkum Biswas
✽ Music: Santosh Bagdeo
✽ Lyrics : Bhimasen Dhal
✽ D.O.P. & Edit: Babuli Mohanta
✽ Keyboard :Litu
*Pad :Suman
✽ Mixing & Mastering : Sunil Parida
Recording & Mixing at: - MT Musical Recording Studio, Jajpur Road
#odiapatrioticsong#patrioticsong #kumkumbiswas#kumkumbiswassong#kumkumbiswasofficial#odiasong#
ଭାରତ ମାତାର ସନ୍ତାନ ଆମେରେ
ମାଆ କୋଳ ଆମ ସରଗ ସମ
ଏକତାର ମନ୍ତ୍ର ଦେଇଛି ସଭିଙ୍କୁ
ସାରାବିଶ୍ୱ ତାକୁ କରେ ସଲାମ
ହିନ୍ଦୁ ଖ୍ରୀଷ୍ଟିଆନ ଜୈନ କି ଯବନ
ତା ଆଖିରେ ଆମେ ସଭିଏଁ ସମାଜ
ଏମିତି ମାଆକୁ କୋଟି ସଲାମ
ବନ୍ଦେ ମାତରଂ.... ବନ୍ଦେ ମାତରଂ।୦।
ଏଇ ମାଆ କୋଳ କେଡ଼େ ସୁଶୀତଳ
କାହାକୁ ଅଜଣା ନାହିଁ
ଗଙ୍ଗା ଗୋଦାବରୀ ନର୍ମଦା କାବେରୀ
ଯା ପାଦ ଦିଅନ୍ତି ଧୋଇ
ଚରଣ ବନ୍ଦନା କରଇ ଯମୁନା
ସାରାବିଶ୍ୱେ ଉଡେ କିରତୀର ବାନା
ଏମିତି ମାଆକୁ କୋଟି ସଲାମ
ବନ୍ଦେ ମାତରଂ। ବନ୍ଦେ ମାତରଂ।୧।
କେତେ ସୁର ବୀର କୋଳରେ ଯାହାର
ଦୁର୍ଲ୍ଲଭ ଜନମ ନେଇ
ଦିନେ ମାଆ ପାଇଁ ପ୍ରାଣବଳୀ ଦେଇ
ଯାଇଛନ୍ତି ଧନ୍ୟ ହୋଇ
ଯା ପାଣି ପବନେ ଭାଇଚାରା ବାସ୍ନା
ଯା ସନ୍ତାନ ମନେ ଦେଶପ୍ରେମ ତୃଷ୍ନା
ଏମିତି ମାଆକୁ କୋଟି ସଲାମ
ବନ୍ଦେ ମାତରଂ... ବନ୍ଦେ ମାତରଂ।୨।


Banner * Kumkum Biswas Official
Producer * Kumkum Biswas Official
Copyright Reserved by Kumkum Biswas Official YouTube Channel

Music Available Now On *

JioSavaan *
Wynk *
Spotify *
Amazon Music *
Apple Music *
Ganna Music *
Youtube Music *


❤❤Please Like, Share & Subscribe KumkumBiswasofficial And get Entertainment ❤❤
STAY CONNECTED WITH US AND ENJOY 🙏😊❤

Комментарии

Информация по комментариям в разработке