ଯେନଟା ଟୁକେଲ ଦିନୁ ଶିଖିଥିସନ୍ , ବୁଢୀ ହେଲେ ବି ନାଇଁ ପାସରନ୍ ସେ ନାଚ୍

Описание к видео ଯେନଟା ଟୁକେଲ ଦିନୁ ଶିଖିଥିସନ୍ , ବୁଢୀ ହେଲେ ବି ନାଇଁ ପାସରନ୍ ସେ ନାଚ୍

ପଶ୍ଚିମ ଓଡ଼ିଶାର ଯେନ୍ କେତେଟା ବି ନାଚର ପ୍ରକାର ଯେନଟାକେ ଡାନସ ଫର୍ମ ଅଛେ ତାର ଭିତରେ ସଂସ୍କୃତିର କେନ୍ଦ୍ରନେ ରହୁଥିବାର୍ ନାଚଟା ହେଲା ଡାଲ ଖାଇ । ମାଏଟର ମହକ୍ , ସଂସ୍କୃତିର ଗହକ୍, ଲୁକକଁର ତଁହକ୍, ଇ ତିନିଥିର ସମନ୍ୱୟ ହେଉଛେ ଡାଲଖାଇ ।

About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।

Subscriber our channel, Follow our page and and stay connected with Awesome Sambalpuri Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର

Комментарии

Информация по комментариям в разработке