କାଣାଥିଲା ବଲାଙ୍ଗୀର୍‌ର ରାଜ୍‌ବାଟୀର୍‌ ଇତିହାସ୍‌ ?

Описание к видео କାଣାଥିଲା ବଲାଙ୍ଗୀର୍‌ର ରାଜ୍‌ବାଟୀର୍‌ ଇତିହାସ୍‌ ?

ଓଡିଶାନେ ହୁଲାଜାରି ପଡୁଥିବାର୍‌ ଗଡଜାତ୍‌ ରାଏଜ୍‌ ମାନକଁର୍‌ ଭିତ୍‌ରେ ଗୁଟେଥିଲା ପାଟନା ଗଡଜାତ୍‌ । ପଶ୍ଚିମଓଡିଶାର୍‌ ଭାଷା, ସଂସ୍କୃତି, ପରମ୍ପରା, ସାହିତ୍ୟ ଆର୍‌ ବାକି ବି ଜନ ଜୀବନ ଉପରେ ପାଟନା ଗଡଜାତ୍‌ ପରମ୍ପରାର ବହୁତ୍‌ ଟେ ପ୍ରଭାବ ଆଏଜ୍‌ତକ୍‌ ଦେଖ୍‌ବାର୍‌ କେ ମିଲଶି । ବିଂଶ ଶତାଦ୍ଦୀନୁ ସେ ପାଟନା ଗଡଜାତ୍‌ର ଶାସନ ଚାଲୁଥିଲା ସେ ସମିୟାର୍‌ ସବୁଠାନୁ ଅତ୍ୟାଧୁନିକ ରାଜବାଟୀ ଶୈଳଶ୍ରୀ ମହଲନୁ । ଆସୁନ୍‌ ଜାନ୍‌ମା କାଣା କେନ୍ତା ଥିଲା ସେନର ଇତିହାସ ।

About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା

ଜୁହାର 🙏

Subscriber If you are watching this video on Youtube, Like our page if you are on Facebook and Stay Connected with Awesome Sambalpuri Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

Комментарии

Информация по комментариям в разработке