15 ସୁଦ୍ଧା ଆବେଦନ କଲେ 17ରେ ମିଳିବ ସୁଭଦ୍ରା ଟଙ୍କା | Subhadra Yojana Update !! Odisha Reporter

Описание к видео 15 ସୁଦ୍ଧା ଆବେଦନ କଲେ 17ରେ ମିଳିବ ସୁଭଦ୍ରା ଟଙ୍କା | Subhadra Yojana Update !! Odisha Reporter

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ । ଯଦି ଏପର୍ଯ୍ୟନ୍ତ ସୁଦ୍ଧା ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି ତେବେ ତୁରନ୍ତ କରିଦିଅନ୍ତୁ । ଯଦି ଆପଣ 15 ତାରିଖ ସୁଦ୍ଧା ଆବେଦନ କରୁଛନ୍ତି ତେବେ 17 ତାରିଖରେ ପ୍ରଥମ କିସ୍ତି ଟଙ୍କା ପାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 17 ତାରଖରେ ଭୁବନେଶ୍ୱର ଆସି ପ୍ରଥମ କିସ୍ତି ଦେବେ । ଯିଏ ବି ଯୋଗ୍ୟ ହିତାଧିକାରୀ ତାଙ୍କ ଆକାଉଣ୍ଟକୁ 17 ତାରିଖରେ ପ୍ରଥମ କିସ୍ତି ଯିବ । ତେବେ ସୁଭଦ୍ରା ଯୋଜନାକୁ ନେଇ ଜାଣନ୍ତୁ ସବୁ କିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #subhadrayojana #Odisha #Mohanmajhi #PravatiParida

Комментарии

Информация по комментариям в разработке