10th class algebra 1st chapter | Linear equation | sarala Saha samikarana |Exercise1(b)basic Concept

Описание к видео 10th class algebra 1st chapter | Linear equation | sarala Saha samikarana |Exercise1(b)basic Concept

Exercise 1-a
   • 10th class algebra 1st chapter | Line...  
Hello Friends,

Jay jagannath🙏🏻

My name is Goutam. Welcome to my youtube channel. Students will be taught math tricks,blogs,unboxing, review etc and education related on this channel. Please subscribe to my channel.🤙🏻

ମୋ ନାମ goutam ଆପଣ ସମସ୍ତଙ୍କୁ ମୋର youtube channel କୁ ସ୍ଵାଗତ l ଏହି channel ମାଧ୍ୟମରେ ଗଣିତ,ଇଂରାଜୀ, ବିଜ୍ଞାନ ତଥା ଅନ୍ୟାନ୍ୟ ନୈତିକ ଶିକ୍ଷା ପିଲାମାନଙ୍କୁ ଅତି ସରଳ ଭାବରେ ବୁଝାଜିବ ଯାହା ଫଳରେ ପିଲାମାନେ ପ୍ରାଥମିକ ସ୍ତରରେ ଗଣିତ ଓ ଇଂରାଜୀ ଭଳି କଷ୍ଟ ଲାଗୁଥ‌ିବା ବିଷୟ ଗୁଡିକୁ ସହଜରେ ବୁଝିପାରିବେ ।

ଏହି channel ମାଧ୍ୟମରେ ପିଲାଙ୍କ ର ଦକ୍ଷତା ଦେଖିବାକୁ ପାଇବେ l Math ଏଵଂ reasoning ଗୁଡ଼ିକୁ trick re ବୁଝାଜିବ ଏବଂ ସମସ୍ତ scholarship exam ର class haba ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ,ପଠାଣି ସାମନ୍ତ ଗଣିତ ମେଧାବୃତ୍ତି, ଆଦି ପରୀକ୍ଷା ଗୁଡିକରେ ପଡୁଥ‌ିବା କଠିନ ଗଣିତ ଗୁଡିକୁ ସହଜରେ ଓ ସରଳ ଭାବରେ ବୁଝାଇ ଦିଆଯିବ l

Follow me on :
Instagram - goutamlenka_113
Facebook- Goutam lenka
For sponsorships and business
Enquiry:
[email protected]

The supports are not provided over the channel
#viral #exam #maths #odisha #chseodisha #bseodisha #study

Комментарии

Информация по комментариям в разработке