ଶ୍ରୀଲକ୍ଷ୍ମୀ ଶରଣ ପଞ୍ଜର | କଣ ତାର ମହିମା ଓ ମାହାତ୍ମ୍ୟ | Malika Bichara | Sukhi Bhabantu

Описание к видео ଶ୍ରୀଲକ୍ଷ୍ମୀ ଶରଣ ପଞ୍ଜର | କଣ ତାର ମହିମା ଓ ମାହାତ୍ମ୍ୟ | Malika Bichara | Sukhi Bhabantu

ଶ୍ରୀଲକ୍ଷ୍ମୀ ଶରଣ ପଞ୍ଜର | କଣ ତାର ମହିମା ଓ ମାହାତ୍ମ୍ୟ | Malika Bichara | Sukhi Bhabantu

Your Search :
"""""""""""""""""""""
ବ୍ୟସ୍ତ ବହୁଳ ଜୀବନରେ ସମସ୍ୟା ଅନେକ, ଦରିଦ୍ରତା, କଳହ, କ୍ଲେଶ, ସନ୍ତାନ ହୀନତା, ପାରିବାରିକ ଅଶାନ୍ତି, ବ୍ୟାପାର ସମସ୍ୟା, ଚାକିରି ସମସ୍ୟା ଏହିପରି ଅନେକ ସମସ୍ୟା ମଧ୍ୟ ଦେଇ ଏ କଳିଯୁଗର ମଣିଷ ଗତି କରୁଛି। ତେଣୁ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଏକ ଅଚୁକ ଉପାୟ କଳିଯୁଗ ମଣିଷ ପାଇଁ ଦେଇଯାଇଛନ୍ତି, ତାହା ହେଉଛି ଶ୍ରୀଲକ୍ଷ୍ମୀ ଶରଣ ପଞ୍ଜର । ଏହାକୁ ବିଧିବଦ୍ଧ ରୁପେ ନିୟମ ନିଷ୍ଠାରେ ପ୍ରତ୍ଯହ ପାଠ କଲେ ମଣିଷ ସବୁ ବାଧା ବିଘ୍ନରୁ ମୁକ୍ତ ହୋଇ ସଂସାରରେ ସୁଖ ସମୃଦ୍ଧି ଓ ଶାନ୍ତିରେ ଚଳିପାରିବ।
ଶ୍ରୀଲକ୍ଷ୍ମୀ ଶରଣ ପଞ୍ଜର ସ୍ତୁତିର ମହିମା ଓ ମାହାତ୍ମ୍ୟ
ଶ୍ରୀଲକ୍ଷ୍ମୀ ଶରଣ ପଞ୍ଜର ସ୍ତୁତିର ନୀତି ନିୟମ

#malikabachana #achyutabachana #sukhibhabantu #shrilaxmisaranapanjara #kalijugamalika #bhavishyamalika #achyutanandamalika #malikakatha

Disclaimer 👉 All the information in this video is based on internet data, This Channel doesn't claim on the truth of the information provided.
Some of the pictures and videos in this episode are for example only, All credit goes to their respective owners. If any copyright claims and business queries please email us : 👉👇[email protected]

🌟This Video is for Educational purpose only

🌹 Thanks for watching video 👍👍👍

For Watching More Please Subscribe Our Channel

Комментарии

Информация по комментариям в разработке