ଶ୍ରୀ ଜଗନ୍ନାଥଙ୍କ ଜନ୍ମ ବୃତ୍ତାନ୍ତ || ଶ୍ରୀ ଜଗନ୍ନାଥ ମାହାତ୍ମ୍ୟ || Episode-2 || Jitendra Seth Official

Описание к видео ଶ୍ରୀ ଜଗନ୍ନାଥଙ୍କ ଜନ୍ମ ବୃତ୍ତାନ୍ତ || ଶ୍ରୀ ଜଗନ୍ନାଥ ମାହାତ୍ମ୍ୟ || Episode-2 || Jitendra Seth Official

ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ 🙏

ଶ୍ରୀ ଜଗନ୍ନାଥ ମାହାତ୍ମ୍ୟ ରେ ପ୍ରସାରିତ ସମସ୍ତ ତଥ୍ୟ ପୁରାଣ ଶାସ୍ତ୍ର ଉପରେ ଆଧାରିତ ଅଟେ । ସ୍କନ୍ଦ ପୁରାଣକୁ ଆଧାର କରି ଆମେ ଭିଡ଼ିଓ ପ୍ରସ୍ତୁତ କରୁଛୁ । ଜଗନ୍ନାଥ ସଂସ୍କୃତି ତଥା ମହାପ୍ରଭୁଙ୍କ ମହାନ୍ ମହିମାର ପ୍ରଚାର ପ୍ରସାର ସହିତ ଜଗନ୍ନାଥ ପ୍ରେମୀ କୁ ନୂତନ ଦିଗ୍ ଦର୍ଶନ ଦେବା ଆମର ଲକ୍ଷ୍ୟ । ତେଣୁ ସମସ୍ତ ଗୁରୁଜନ ତଥା ଭାଇ ଭଉଣୀ ମାନଙ୍କୁ ବିନମ୍ର ଅନୁରୋଧ ଏହି ମୂଲ୍ୟବାନ୍ ଭିଡ଼ିଓ ଗୁଡିକୁ ଅଧିକରୁ ଅଧିକ SHARE କରନ୍ତୁ ।

ପ୍ରତ୍ୟହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମାହାତ୍ମ୍ୟ ଶୁଣନ୍ତୁ । ଆପଣଙ୍କର ସବୁ ସଂକଟ ଦୂର ହେବା ସହିତ ବିଦ୍ୟା, ବୁଦ୍ଧି,ଯଶ, ମାନ, ସମ୍ମାନ ତଥା ଧନଧାନ୍ୟରେ ଆପଣଙ୍କର ଘର ପୁରି ଉଠିବ । ହୃଦୟ ନିର୍ମଳ ରହିବ । ଉତ୍ତମ କାର୍ଯ୍ୟ କରିବା ପାଇଁ ମନ ବଳିବ । ମୁକ୍ତିର ପଥ ଉନ୍ମୁକ୍ତ ହେଇଯିବ ।


ଯଦି ଏ ପର୍ଯ୍ୟନ୍ତ ଆପଣମାନେ ଆମ YouTube ଚ୍ୟାନେଲ୍ JITENDRA SETH OFFICIAL କୁ Subscribe କରିନାହାନ୍ତି ତେବେ ଆଉ ଡ଼େରି ନ କରି ଆମ ଚ୍ୟାନେଲ୍ କୁ Subscribe କରନ୍ତୁ ଓ ସମସ୍ତ ଭିଡ଼ିଓର ଆଗୁଆ Notification ପାଇବା ପାଇଁ ପାଖରେ ଥିବା ଘଣ୍ଟି ଚିହ୍ନକୁ ଛୁଇଁ ଦିଅନ୍ତୁ । ଆମ ଭିଡ଼ିଓ ଗୁଡ଼ିକ ଆପଣଙ୍କ ମନକୁ ଛୁଇଁଲେ ଭିଡ଼ିଓ ଟିକୁ Like ଓ Share କରନ୍ତୁ ତା ସହିତ ଆପଣଙ୍କର ସୁଚିନ୍ତିତ ମତାମତ ଦିଅନ୍ତୁ ।

ଆମର ଇମେଲ୍ ଠିକଣା ହେଲା :-
[email protected]

ଯଦି କେହି ଆପଣଙ୍କର ତଥା ଆପଣଙ୍କ ପରିବାରର କାହାର ଜନ୍ମ ଜାତକ ପ୍ରସ୍ତୁତ କରିବା ପାଇଁ ଚାହୁଁଛନ୍ତି ତେବେ ଆମେ ଦେଇଥିବା ଇମେଲ୍ ଠିକଣା ଦ୍ଵାରା ଆପଣମାନେ ଆମ ସହିତ ଯୋଗାଯୋଗ କରି ପାରିବେ । ଆପଣଙ୍କର ନିର୍ଭୁଲ ଜନ୍ମ ତାରିଖ ସହିତ ସଠିକ୍ ସମୟ ଲେଖିକି ପଠାନ୍ତୁ । ଜନ୍ମ ଜାତକ ସହିତ ବର୍ଷକର ରାଶି ଫଳ ପାଆନ୍ତୁ । ଏହା ଦେୟ ଯୁକ୍ତ ଅଟେ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ
🙏 ଜୟ ଜଗନ୍ନାଥ 🙏

All Copyright Reserved with @Jitendraseth official.

#anubhutirejagannath #odiashortstory #Srijagannathmahatmya

Комментарии

Информация по комментариям в разработке