ASICHI BADADINA | FULL DANCE VIDEO | NEW CHRISTMAS SPECIAL SONG | ASIMA PANDA | AMIT BADANAYAK

Описание к видео ASICHI BADADINA | FULL DANCE VIDEO | NEW CHRISTMAS SPECIAL SONG | ASIMA PANDA | AMIT BADANAYAK

ASICHI BADADINA || FULL DANCE VIDEO || NEW ODIA CHRISTMAS SPECIAL SONG || ASIMA PANDA || AMIT BADANAYAK ||


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ନମସ୍କାର। ମୁଁ ଆପଣ ମାନଙ୍କର ସାନ ଭାଇ ଅମିତ୍ ବଡ଼ନାୟକ।
ସମସ୍ତ ଶ୍ରୋତା ମଣ୍ଡଳୀକୁ AB MUSIC ତରଫରୁ ବଡ଼ଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। ବଡ଼ଦିନ ଉପଲକ୍ଷେ AB MUSIC ତରଫରୁ ଆପଣ ମାନଙ୍କୁ ଉପହାର ସ୍ୱରୂପ ଭେଟି ଦେଇଥିବା "ଆସିଛି ବଡ଼ଦିନ" ଗୀତର ଅପୂର୍ବ ସଫଳତା ପରେ ପରେ Full Dance Video ପ୍ରସ୍ତୁତ କରାଯାଇଛି ।
ଆଶା କରୁଛୁ ନିଶ୍ଚୟ ଏହି ନୂଆ ଖ୍ର୍ରୀଷ୍ଟମାସ୍ ଗୀତର Full Dance Video ଆପଣ ମାନଙ୍କ ଚିତ୍ତକୁ ବିମୋହିତ କରିବା ସହିତ ଆହ୍ଲାଦ ଜନ୍ମାଇବ। ଗୀତଟି ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord.

Video Credits :

Choreography - Lisha Reddy

Dance - Lisha , Gloria , Chandana, Asha & Victoria

DOP - Mukesh & Jack

Editing - Mukesh

Make Up - Isha & Lisha

Prayer Support : Dn.Fr Daniel Badanayak & Deepa

Special Thanks - Reddy Sir , Roshan Bhaina,Abarani,Prabesh & Debasish

Supported By Believers Youth, Gunupur


Full Lyrics

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ଉପଲକ୍ଷେ

ଆସିଛି ବଡ଼ଦିନ
ଯୀଶୁଙ୍କ ଜନମ ଦିନ
ଆସ ଆସ ସର୍ବ ପ୍ରାଣୀ
କରିଯିବା ଜୟଧ୍ୱନି (୨ଥର)
ଗାଇ ଗାଇ ତାଙ୍କ ପ୍ରଶଂସାଗାନ.....=୦=

ଈଶ୍ୱର ମନୁଷ୍ୟ ମଧ୍ୟେ ମଧ୍ୟସ୍ଥ ହେବାକୁ
ଧାରଣ କରିଲେ ଯୀଶୁ ମାନବ ରୂପକୁ
ଦୀନ ଦୁଃଖୀ ଦରିଦ୍ରର ସେବା କରିବାକୁ
ତ୍ରାଣକର୍ତ୍ତା ସାଜି ଯୀଶୁ ଆସିଲେ ଧରାକୁ
ସବୁ କର୍ତ୍ତୁତ୍ୱ ଭାରକୁ
ନିଜ କାନ୍ଧେ ବୋହିବାକୁ (୨ଥର)
ଶିଶୁ ବେଶେ ଯୀଶୁ ନେଲେ ଜନମ....=୧=

ଆସ ସାଧୂ ଭକ୍ତ ଜନ ସମ୍ମିଳିତ ହେବା
ଏ ଶୁଭ ଦିନେ ଯୀଶୁଙ୍କ ପାଦେ ପ୍ରଣମିବା
ଭକ୍ତି ଭରେ ହୃଷ୍ଟ ଚିତ୍ତେ ଯୀଶୁଙ୍କୁ ସେବିବା
ଏ ଜୀବନ ମନ ପ୍ରାଣ ତାଙ୍କୁ ଅରପିବା
ଶାନ୍ତି ରାଜା ଯୀଶୁ ଖ୍ରୀଷ୍ଟ
ଫେଡିଦେବେ ଦୁଃଖ କଷ୍ଟ (୨ଥର)
ଧନ୍ୟ ହେବ ସତେ ଆମ ଜୀବନ.....=୨=

କଣ୍ଠଦାନ - ଅସୀମା ପଣ୍ଡା
ଗୀତ ଓ ସଙ୍ଗୀତ - ଅମିତ୍ ବଡ଼ନାୟକ
ସଙ୍ଗୀତ ପରିଚାଳନା - ବାପି ସାମଲ

SONG CREDITS :

Song : Asichi Badadina (ଆସିଛି ବଡ଼ଦିନ)

Singer : Asima Panda (Ollywood Singer)

Lyrics : Amit Badanayak

Music : Amit Badanayak (8895583382)

Programming & Arrangement : Bapi Samal

Recording & Mix : MRR Studio, Cuttack

Recording by : Bunu Bhai

Mastering By : Shaktiswar Mohapatra

Camera & Edit : Digital Crew , Cuttack

DOP : Bapi Bhai

Production : AB Music

Banner : AB Music

Poster Design : Biswo

Special Thanks : Jack Badanayak

Music label : AB music

WhatsApp : 8895583382,7978601423

Contact : 7978601423,8895583382



ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link

ଆସିଛି ବଡ଼ଦିନ Asima Panda (Studio Version)
   • ASICHI BADADINA | ଆସିଛି ବଡ଼ଦିନ | NEW ...  

ମହାମାରୀରୁ ରକ୍ଷା କର (Asima Panda)
   • MAHAMARIRU RAKHYA KARA | ମହାମାରୀରୁ ରକ...  

ପ୍ରଶଂସା ହେଉ ତୁମର (Amit Pani)
   • PRASANGSA HEU TUMARA || ପ୍ରଶଂସା ହେଉ ତ...  

ଆରାଧ୍ୟ ଈଶ୍ୱର (Ira Mohanty)
   • ARADHYA ESWARA | ଆରାଧ୍ୟ ଈଶ୍ୱର | NEW O...  

ଶୁଣ ମୋର କ୍ରନ୍ଦନ (Studio Version)
   • SUNA MORA KRANDANA || ଶୁଣ ମୋର କ୍ରନ୍ଦନ...  

ହେ ପ୍ରିୟ ଯୀଶୁ (FULL HD VIDEO)
   • HALLELUJAH GAUTHIBI MU | ହାଲ୍ଲେଲୁୟା ଗ...  

ବଡେ ବଡେ ଦୁଃଖ୍ ଆଇସି ତା (Bidyut Bhatra)
   • BADE BADE DUKH AISI TA | BIDYUT BHATR...  

କାନ୍ଦେ ଆଜି ମୋ ଅନ୍ତର
   • Kande Aji Mo Antara | କାନ୍ଦେ ଆଜି ମୋ ଅ...  

ମୋ ପାଇଁ କ୍ରୁଶେ ଗଲ ମରି
   • MO PAIN KRUSHE GALA MARI || NEW ODIA ...  

ଲହୁ ଭିଜା ଲଲାଟ (Studio Version)
   • LAHU BHIJA LALATA || ଲହୁ ଭିଜା ଲଲାଟ ||...  

ମୁଁ ଯେ ଅକିଞ୍ଚନ (Studio Version)
   • MU JE AKINCHANA || ମୁଁ ଯେ ଅକିଞ୍ଚନ || ...  

ହେ ପ୍ରଭୁ (Full HD Video)
   • HE PRABHU || ହେ ପ୍ରଭୁ || HUMANE SAGAR...  

କେଡ଼େ ପ୍ରେମ କଲେ ବୋଲି (Studio Version)
   • KEDE PREMA KALE BOLI || କେଡ଼େ ପ୍ରେମ କ...  

ହେ କ୍ରୁଶଧାରୀ (Studio Version)
   • NEW ODIA GOOD FRIDAY SPECIAL SONG 202...  

କମ୍ପିଉଠେ ଏ ଧରା ଧାମ (Studio Version)
   • KAMPIUTHE | କମ୍ପିଉଠେ | NEW ODIA CHRIS...  

କମ୍ପିଉଠେ ଏ ଧରା ଧାମ (Dance Video)
   • NEW ODIA CHRISTMAS DANCE VIDEO || KAM...  

କେତେବେଳେ ଚାଲିଯିବ ଜୀବନ (Full Video)
   • KETEBELE CHALIJIBA JEEBANA | କେତେବେଳେ...  

କେତେ କାଳରେ ମନ (Studio Version)
   • KETE KALA RE MANA || କେତେ କାଳ ରେ ମନ |...  

କେତେ କାଳରେ ମନ (Music Video)
   • Kete Kala Re Mana Music Video || Supe...  

ସତର୍କ ଟିକେ ରୁହ (Studio Version)
   • Satarka Tike Ruha || Studio Version |...  

ଶେଷ ଘଣ୍ଟି ( Full Video)
   • SESHA GHANTI || ଶେଷ ଘଣ୍ଟି || HUMANE S...  

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
   • JISU MU TUMAKU HRUDE RAKHIBI | ANTARA...  


#asichibadadinadancevideo
#newodiachristmasspecialdancevideo
#newchristmasspecialsong
#asimapandanewchristmassong
#asimapandanewchristiansongs
#amitbadanayakchristmasspecialsongs
#newodiachristmassong2021
#odiachristmassongs
#newodiachristiansongs2021
#asimapandanewodiachristiansong
#aseemapanda
#newodiaviralsong
#newodiachristiansong
#latestodiachristiansong
#aseemapandachristiansongs
#newodiachristiansong2021
#amitbadanayakchristiansongs
#latestodiachristiansongs
#odiachristiansong
#odiachristiansongs2021
#newodiachristiansong
#amitbadanayak
#humanesagar
#amitpani
#bapisamal
#abmusic
#amitpanichristiansongs
#humanesagarchristiansongs

.

!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Комментарии

Информация по комментариям в разработке