ବିଭୁ ଭାଙ୍ଗିଦିଅ ଖେଳ ଚଂଚଳ|Bibhu bhangidiya Khela|JagannathaBhajan|Godhuli LaganNanda|Prabhakar Nanda

Описание к видео ବିଭୁ ଭାଙ୍ଗିଦିଅ ଖେଳ ଚଂଚଳ|Bibhu bhangidiya Khela|JagannathaBhajan|Godhuli LaganNanda|Prabhakar Nanda

ହେ ଈଶ୍ବର ! ତୁମେ ପେଉଥି ପାଇଁ ଓ ପାହା ପାଇଁ ଏ ସୁନ୍ଦର ସଂସାର ଗଢିଛ, ଯହିଁ ରେ ଶାନ୍ତି ଓ ସଦ୍ଭାବ ଭରିଦେଇଛ, ସେ ସବୁକୁ ଏ ମଣିଷ ବୁଝିପାରିନି। ପରସ୍ପର ମଧ୍ଯ ରେ ହିଂସା ଆଚରଣଦ୍ବାରା ଯୁଦ୍ଧ ର ତାଣ୍ଡବ ସୃଷ୍ଟି ହେଉଛି। ନିମିଷକ ମଧ୍ଯ ରେ କେଡେ କେଡେ କୋ ଭୁଷୁଡି ପଡୁଛି। ବାରୁଦର କଳା ଧୂଆଁ ରେ ନିରିହ ମଣିଷ କାନ୍ଦି କାନ୍ଦି ମରିଯାଉଛି। କାହାର ପୁଣି ଧନ ବୃଦ୍ଧି ହୋଇ କ୍ଷମତା ମୋହରେ ଗର୍ବକରି ଅନ୍ଯ ଉପରେ ଅତ୍ଯାଚାର କରି ଅପରାଧୀ ପାଲଚି ଯାଉଛି। ଅଜସ୍ର ଧନ ବିତରଣ କରି ସେବକ ର ପରିଚୟ ଦେଇ ରକ୍ଷା ପାଇଯାଉଛି। ତୁମେ ଏତେ ଅନ୍ଯାୟ ଦେଖି କିପରି ନିଶ୍ଚଳ ବସିପାରୁଛ ! ବରଂ ଏ ଜୀବନ ମରଣର ଖେଳ ଚାଲିଥିବା ସଂସାରକୁ ଭାଙ୍ଗି ଦିଅ।
This song is a sincere prayer to Lord Jagannatha to end the sufferings of world during ongoing war, natural calamities , devastation.
#ukrainewar #war #bhajan #odiabhajan #jagannath #prayer

Music - Prabhakar Nanda
Lyrics- Prabhakar Nanda
Vocals- Godhulilagna Nanda

Комментарии

Информация по комментариям в разработке