Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ବିଷୟ: "ନାରୀର ସୁଦ୍ଧତା ଉପରେ ଜାତି ର ଶୁଦ୍ଧତା କିପରି ନିର୍ଭର କରେ ? " [28.08.2022]

  • Ideal Centric Discussion
  • 2022-08-28
  • 310
ବିଷୟ: "ନାରୀର ସୁଦ୍ଧତା ଉପରେ ଜାତି ର ଶୁଦ୍ଧତା କିପରି ନିର୍ଭର କରେ ? " [28.08.2022]
marriagesri sri thakursatsanganulompratilomgotrasuprajanananukulchandrabibahidealcentricdiscussion
  • ok logo

Скачать ବିଷୟ: "ନାରୀର ସୁଦ୍ଧତା ଉପରେ ଜାତି ର ଶୁଦ୍ଧତା କିପରି ନିର୍ଭର କରେ ? " [28.08.2022] бесплатно в качестве 4к (2к / 1080p)

У нас вы можете скачать бесплатно ବିଷୟ: "ନାରୀର ସୁଦ୍ଧତା ଉପରେ ଜାତି ର ଶୁଦ୍ଧତା କିପରି ନିର୍ଭର କରେ ? " [28.08.2022] или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ବିଷୟ: "ନାରୀର ସୁଦ୍ଧତା ଉପରେ ଜାତି ର ଶୁଦ୍ଧତା କିପରି ନିର୍ଭର କରେ ? " [28.08.2022] бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ବିଷୟ: "ନାରୀର ସୁଦ୍ଧତା ଉପରେ ଜାତି ର ଶୁଦ୍ଧତା କିପରି ନିର୍ଭର କରେ ? " [28.08.2022]

୨୮ ଅଗଷ୍ଟ ୨୦୨୨ ତାରିଖ ସନ୍ଧ୍ୟା ୮.୩୦ ରୁ ୧୦.୦୦ ପର୍ଯ୍ୟନ୍ତ ଅନେକ ଗୁରୁଭାଇ ଙ୍କ ଦ୍ଵାରା ଚୟନ ହୋଇ ଥିବା
ବିଷୟ: "ନାରୀର ସୁଦ୍ଧତା ଉପରେ ଜାତି ର ଶୁଦ୍ଧତା କିପରି ନିର୍ଭର କରେ ? "
ଉପରେ ଆଲୋଚନା ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଅନେକ ଗୁରୁଭାଇ ଦୁଇ ମାସ ରେ ଆରମ୍ଭରେ ବିଷୟ ଚୟନ କରନ୍ତି । ଅନେକ ବହିରୁ ପଡି ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରା ଉପରେ ଜାଣି ଓଡିଆରେ writeup ଲେଖନ୍ତି ଓ ଯାଜନ କରି TopicBasedDiscussion whatsapp ଗୃପ କୁ ପଠାନ୍ତି । ଦିଆ ଯାଇଥିବା ଲିଙ୍କ ମାଧ୍ୟମରେ ଆପଣ ଏହି ଗୃପ ସହ ଯୋଡି ହୋଇ ସବୁଦିନ ଚୟନ ହୋଇଥିବା ବିଷୟ ଉପରେ ଶ୍ରୀଶ୍ରୀଠାକୁରଙ୍କ ଭାବଧାରା ଉପରେ ମେସେଜ ପାଇ ପାରିବେ (https://chat.whatsapp.com/JFjBb0tgmR7... ) । ଦୁତୀୟ ମାସ ଶେଷ ରବିବାର ରେ ସତସଙ୍ଗ ହୁଏ । ଏହି ସତସଙ୍ଗ ରେ ନିମ୍ନ ଲିଙ୍କ ମାଧ୍ୟମରେ ନିମ୍ନ ଶାଖାବିଷୟ ଗୁଡ଼ିକ ଉପରେ, ନିମ୍ନ ସୂଚୀ ଅନୁଯାଇ ଆଲୋଚନା ଆପଣଙ୍କୁ ଖୁବ୍ ପରିପୁରଣ କରିବ ବୋଲି ଆଶା।
୧) ଶଙ୍ଖ ଫୁଙ୍କିବା ଓ ଗୁରୁ ବନ୍ଦନା (ଶୁଭ୍ରକାନ୍ତ ଭାଇ) [୩ ମିନିଟ]
୨) [ସମସ୍ତଙ୍କ ମଙ୍ଗଳ ପାଇଁ ଗୋଟେ ମିନିଟ ନାମ କରିବାକୁ ସମସ୍ତଙ୍କୁ ଅନୁରୋଧ]
୩) ଉପରୋକ୍ତ ବିଷୟ ଉପରେ ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରା ଉପରେ ଭାଇ ମାନଙ୍କ ର ଲେଖା ଗୁଡ଼ିକର ରିପୋର୍ଟ୍ ପ୍ରସ୍ତୁତ କରିବେ ପାଢ଼ୀ ଭାଇ – [୨ ମିନିଟ]

=========x==========
୪.୧) “ଝିଅ ପିଲାଙ୍କ ବିବାହ" ଉପରେ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ଯାଜନ – [୧ ମିନିଟ]
୪.୨) "ମା ମାନେ ସ୍ବାମୀ ମାନଙ୍କୁ ଆଦର୍ଶ ଦିଗରେ ଠେଲିଲେ କିପରି ପାରିବାରିକ ଶାନ୍ତି ବଜାୟ ରହେ" ଉପରେ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ଯାଜନ – [୧ ମିନିଟ]

୫ ) ଭଜନ ପରିବେଷଣ (ଶୁଭ୍ରକାନ୍ତ ମହାପାତ୍ର ଭାଇ)- [୫ ମିନିଟ]
=========x==========

୬) ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରା ରେ ଆଲୋଚନା:-
-------------------------------------------------
୬.୧) ନାରୀ ର ଶୁଦ୍ଧତା ରକ୍ଷା ପାଇଁ ନାରୀର ଘରୋଇ ଶିକ୍ଷା କିପରି ହେବା ଉଚିତ ? ...... [ଦେବଦତ୍ତ ଭାଇ] [୫ ମିନିଟ]
୬.୨) ନାରୀ ର ଶୁଦ୍ଧତା ରକ୍ଷା ପାଇଁ ଅନୁଲୋମ ବିବାହ ଚୟନ ର ଆବଶ୍ୟକତା ଗୁଡିକ କଣ ? ଓ ଏହାର ବ୍ୟତିକ୍ରମରେ ସମାଜର କଣ କ୍ଷତି ହୁଏ ? ..... [ପାଢୀ ଭାଇ] [୫ ମିନିଟ]
୬.୩) ପବିତ୍ରତା ପାଇଁ ନାରୀ ର ନିଜସ୍ଵ କରଣୀୟ ଗୁଡିକ କଣ ? ...... [ଜ୍ୟୋତିରଞ୍ଜନ ଭାଇ] [୫ ମିନିଟ]

=========x==========
୭ ) “ବିବାହ" ଉପରେ ପୂଜ୍ୟପାଦ ଅବିନଦା ଙ୍କ ଯାଜନ – [୧.୫ ମିନିଟ]
=========x==========

୬.୪) ପବିତ୍ରତା ପାଇଁ ନାରୀ ର ନିଜସ୍ଵ ଅକରଣୀୟ ଗୁଡିକ କଣ ? ...... [ଶିବ ଭାଇ] [୫ ମିନିଟ]
୬.୫) ସୁପ୍ରଜନନ ସମ୍ଭାବନା ର ବାଟ ଓ ଶାସ୍ତ୍ରରେ ତାର ବଳିଷ୍ଠ ଉଦାହରଣ ଗୁଡ଼ିକ କଣ ?....... [ଶାଶ୍ଵତ ଭାଇ] [୫ ମିନିଟ]
୬.୬) ନାରୀର ଶୁଦ୍ଧତା ପାଇଁ ତାର ପରିବେଶର କରଣୀୟ ଗୁଡିକ କଣ ? ........ [ପ୍ରସନ୍ନ ଭାଇ] [୫ ମିନିଟ]

=========x==========
୮) କୀର୍ତ୍ତନ ପରିବେଷଣ (ରମାକାନ୍ତ ରାଉଳ ଭାଇ) – .... [୫ ମିନିଟ]
=========x==========

୬.୭ ) ସହଶିକ୍ଷା ଓ ଚାକିରି କାହିଁକି ନାରୀର ସୁଦ୍ଧତା ରେ ଆପଳାପ ଆଣେ ଓ ସୁପ୍ରଜନନ ରେ କିପରି ବାଧକ ସାଜେ ? ...... [ପାଢୀ ଭାଇ] [୫ ମିନିଟ]
୬.୮) ଆଧୁନିକ ସମାଜ ରେ ନାରୀର ପବିତ୍ରତା କ୍ଷୟ ହେବାର କାରଣ ଗୁଡିକ କଣ ଓ ପବିତ୍ରତା ରକ୍ଷା ପାଇଁ ସମାଧାନ ଗୁଡିକ କଣ ? ....... [ଶୁଭ୍ରକାନ୍ତ ଭାଇ] [୫ ମିନିଟ]
୬.୯) ବିବାହ ବୟସ ର ନୈକଟ୍ୟ ରେ ବାପା, ମା ଓ ସନ୍ତାନ ର ଚରିତ୍ରରେ କିପରି ଅପଳାପ ଆସେ ?....... [ବିକାଶ ଭାଇ] - [୫ ମିନିଟ]

=========x==========
୯) ଦୁଇପଦ କୀର୍ତ୍ତନ ପରିବେଷଣ (ଉଦ୍ଧବ ଭାଇ ଓ ଅନ୍ୟ ଭାଇ ମାନେ) – [୫ ମିନିଟ]
=========x==========

୬.୧୦) ପୁରୁଷ ସ୍ତ୍ରୀ ପାଇଁ ପାଗଳ ହୋଇ ଉଠିଲେ କିମ୍ବା ବିବାହ ପରେ ପୁରୁଷ ନାରୀ ସର୍ବସ୍ଵ ହୋଇ ଉଠିଲେ କିପରି ସୁପ୍ରଜନନ ବ୍ୟାହତ ହୁଏ ?...... [ଦିଲୀପ ଭାଇ] – [୫ ମିନିଟ]
୬.୧୧) ଉପଯୁକ୍ତ ଆହାର, ସଦାଚାର ସମନ୍ଵିତ ଶ୍ରେୟାର୍ଥ ସଂଦୀପି ଚଳନର ବ୍ୟତିକ୍ରମରେ କିପରି ନାରୀର ଶୁଦ୍ଧତା କ୍ଷୟ ହୁଏ ? ..... [ପ୍ରିୟରଞ୍ଜନ ଭାଇ] – [୫ ମିନିଟ]
୧୦) ଧ୍ଵନି - ପାଢ଼ୀ ଭାଇ

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]