ସୋଫିଆ ବସିବା ଭୁଲ୍ ! | MLA Sofia Firdous | Excise Commissioner’s office | Cuttack | Odisha Reporter

Описание к видео ସୋଫିଆ ବସିବା ଭୁଲ୍ ! | MLA Sofia Firdous | Excise Commissioner’s office | Cuttack | Odisha Reporter

ଅବକାରୀ କମିଶନର ନଥିବାବେଳେ ଅବକାରୀ କମିଶନରଙ୍କ କନଫରେନ୍ସ ହଲରେ ଥିବା କମିଶନରଙ୍କ ଚେୟାରରେ ବିଧାୟକ ବସିବା ଭୁଲ୍ ଥିଲା କହିଛନ୍ତି ପୂର୍ବତନ ମୁଖ୍ୟଶାସନ ସଚିବ ସହଦେବ ସାହୁ । ବିଭିନ୍ନ ସଭାସମିତିରେ ପ୍ରୋଟୋକଲରେ ବିଧାୟକ ଆଗରେ ଅଛନ୍ତି, ମାତ୍ର କମିଶନରଙ୍କ ଅଫିସରେ ତାହା ପ୍ରଯୁଜ୍ୟ ନୁହେଁ କହିଲେ ସହଦେବ ସାହୁ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #SofiaFirdous #sahadevsahu #excisecommissioner

Комментарии

Информация по комментариям в разработке