Sarada Nayak Campaigning in Rourkela: ସାଇକେଲ ଚଲେଇ ଚଲେଇ ଭୋଟ ମାଗଲେ ରାଉରକେଲା ବିଜେଡି ପ୍ରାର୍ଥୀ ସାରଦା ନାୟକ

Описание к видео Sarada Nayak Campaigning in Rourkela: ସାଇକେଲ ଚଲେଇ ଚଲେଇ ଭୋଟ ମାଗଲେ ରାଉରକେଲା ବିଜେଡି ପ୍ରାର୍ଥୀ ସାରଦା ନାୟକ

ବିଜେଡ଼ିର ନାରା ଦେଲେ । ସାଇକେଲନେ ବିଜେଡ଼ିର ପତାକା ଲଗେଇକିନା ପ୍ରଚାର କରଲେ । ରାଉରକେଲା ବିଜେଡ଼ି ବିଧାନସଭା ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ନିଜର ଭୋଟ ପ୍ରଚାର ଲାଗି ସାଇକେଲ ରାଲି କରିଥିଲେ । ରାଉକେଲା ନିର୍ବାଚନମଣ୍ଡଲୀର କୋଏଲନଗର, ଶକ୍ତିନଗର, ଜଗଦା, ଝିରପାନି ବାଗିର ଅଞ୍ଚଲନେ ସାଇକେଲ ଚଲେଇକିନା ନିଜର ଲାଗି ଭୋଟ ମାଗିଥିଲେ ସାରଦା । ଆଏବାର ଦିନେ ବିଜେଡ଼ିକେ ଅଏଧକାନୁ ଅଏଧକା ଭୋଟ ଦେଇକିନା ଜିତାବାର ଲାଗି ଲୁକଙ୍କୁ କହିଥିଲେ । ତ ଇ ବାବଦେ କାଣା ରହିଛେ ପୁରା ଖବର୍ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ...


For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com
#Rourkela #SaradaNayak #OdishaNews #SambalpuriNews #Generalelection2024
#Odisha #Paharaa

Комментарии

Информация по комментариям в разработке