ନନି ବିହା ନାଚ୍ ବାବଦେ ଆଘୋନୁ କେଭେ ଶୁନିଛନ୍ ?

Описание к видео ନନି ବିହା ନାଚ୍ ବାବଦେ ଆଘୋନୁ କେଭେ ଶୁନିଛନ୍ ?

ମନ୍ ଜିତସି ପଶ୍ଚିମ ଓଡ଼ିଶାର ଲୋକ୍ ନାଚ୍ ଗୀତ୍ । ଯେତେବେଲେ ବଜା ଆର ଗୀତର ତାଲେ ତାଲେ ଟୁକେଲ ମାନେ ନାଚୁଥିସନ୍ , ଝନେ ବୁଝୁ କି ନାଇଁ ବୁଝୁ ଘଡେଛନେ ଅଟକିକରି ଦେଖବା । କାରନ୍ ବଜା ଏକା ଏନ୍ତା ଯେ ଗୋଡ ହାତ୍ ଆପେ ଆପେ ହଲିଯାଏସି । ଆର୍ ପଶ୍ଚିମ ଓଡ଼ିଶାର ନାଚ, ଗୀତ୍ କଥା ପଡଲେ ଲୋକ୍ ସମ୍ବଲପୁରୀ ନାଚ୍ ବଲସନ୍ । ହେଲେ ସେନେବି କେତେ ପ୍ରକାର ନାଚ ଅଛେ, ତାକେ କାଣା ସବୁ କୁହାଯାଏସି , ଏନ୍ତାକି ନାଚଲା ବେଲକେ ଟୁକେଲ ମାନେ କାଣା ସବୁ ପିନ୍ଦସନ୍ ଗହନାଗାଣ୍ଠି ଶୁନମା ସେ ବାବଦେ କାଣା କହୁଛନ୍ ବଲାଙ୍ଗିରର ସୋମା ପ୍ରଧାନକଁର ଠାନୁ....

About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା

ଜୁହାର 🙏

Subscriber If you are watching this video on Youtube, Like our page if you are on Facebook and Stay Connected with Awesome Videos In Sambalpuri!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

Комментарии

Информация по комментариям в разработке