କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ଅଧିକ ଅମଳ କ୍ଷମ ଧାନ କିସମ High yielding paddy variety of NRRI

Описание к видео କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ଅଧିକ ଅମଳ କ୍ଷମ ଧାନ କିସମ High yielding paddy variety of NRRI

Arabinda Sahoo
Kristi Sampada

କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ବାହାରିଥିବା ଅଧିକ ଅମଳ କ୍ଷମ ଧାନ କିସମ
Good paddy Variety of NRRI, CUTTACK

କଥାରେ ଅଛି ବିହନ ଗୁଣେ ଫସଲ ତେଣୁ ସୁଦ୍ଧ ବିହନ ପାଇବା ପାଇଁ ଧାନ ବିହନ କୁ ପାଣିରେ ବୁଡାଇ ବା 1lit ପାଣିରେ 165gm ଲୁଣ ମିଶାଇ ଦ୍ରଵଣ ପ୍ରସ୍ତୁତ କରି ସେଥିରେ ବିହନ କୁ ବୁଡାଇ ଦିଅନ୍ତୁ
ଯେଉଁ ବିହନ ବୁଡି ରହିଲା ତାହା ଶୁଦ୍ଧ ବିହନ
ଯେଉଁ ବିହନ ଭାସିଲା ତାକୁ ଛାଣି ଅଲଗା କରି ଦିଅନ୍ତୁ
ଲୁଣ ପାଣିରେ ବିହନ ବୁଡାଇ ଥିବାରୁ ସେଥିରୁ ଭଲ ବିହନ କୁ ଛାଣି 2-3ଥର ଭଲ ପାଣିରେ ଧୋଇ ଛାଇରେ ଶୁଖାଇ ଦିଅନ୍ତୁ ଓ ତା ପରେ ବ୍ୟବହାର କରନ୍ତୁ
ସେହିପରି ଧାନ ବିହନ ର ଗଜା ପରୀକ୍ଷା କରନ୍ତୁ
90% ରୁ ଅଧିକ ଗଜା ହେଲେ ଭଲ ବିହନ ବୋଲି ଜାଣିବେ
କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର
କଟକ ବାହାର କରିଥିବା କିଛି ଅଧିକ ଅମଳ କ୍ଷମ ଧାନ କିସମ ମଧ୍ୟରେ
ଢ଼ିପ ଜମି ପାଇଁ
1. ବନ୍ଦନା 90-95 ଦିନିଆ ଧାନ
2. ସହଭାଗୀ 100ଦିନିଆ ଧାନ
3. CR ଧାନ 202 115-120ଦିନିଆ ଧାନ
4. CR ଧାନ 210 110-115ଦିନିଆ ଧାନ

ମଧ୍ୟମ କିସମ ଜମି ପାଇଁ

1.Improved Lalat ଓ Improved Tapaswini 130ଦିନିଆ ଧାନ
2. CR ଧାନ 310 125ଦିନିଆ ଅଧିକ ପ୍ରୋଟିନ ଯୁକ୍ତ ଧାନ
3. SWARN SUB 1 140-145 ଦିନିଆ ଧାନ ବୁଡା ପାଣି ସହି ପାରେ

ଖାଲ ଜମି ପାଇଁ
1. CR ଧାନ 500 ବା ଜଳମଣି 160-165ଦିନିଆ ଧାନ
2. CR ଧାନ 503 ବା ଜୟନ୍ତୀ 160ଦିନିଆ ଧାନ
3. CR ଧାନ 409 ବା ପ୍ରଧାନ 160-165ଦିନିଆ ଧାନ
4. CR ଧାନ 505 160ଦିନିଆ ଧାନ

HYBRID କିସମ
1. AJAY 135ଦିନିଆ ଧାନ
2.RAJLAXMI 135 ଦିନିଆ ଧାନ

ବାସ୍ନା ଧାନ
1.ନୂଆ କଲାଜିରା 145ଦିନିଆ ଧାନ
2. ନୂଆ ଚିନିକମିନି 145-150 ଦିନିଆ ଧାନ
3.ପୂର୍ଣ୍ଣ ଭୋଗ 140-145 ଦିନିଆ ଧାନ
4.CR ସୁଗନ୍ଧ ଧାନ 907 150ଦିନିଆ ଧାନ

ଲୁଣି ଜମି ପାଇଁ

1. ଲୁଣା ସମ୍ପଦା 130 ଦିନିଆ ଧାନ
2. ଲୁଣା ବାରିଆଲ 150-155 ଦିନିଆ ଧାନ
3. ଲୁଣା ସାଂଖୀ 110 ଦିନିଆ ଧାନ

Thank you
krushi sampada

WATCH NEXT :

କଲରା ମଞ୍ଜି 7ଦିନରେ ଗଜା କରିବା
   • କିପରି କଲରା ମଞ୍ଜିକୁ 7ଦିନରେ ଗଜା କରିବା। ...  

ଗୋ ପାଳନ
   • ଗୋ ପାଳନ Diary farming  

ମୃତ୍ତିକା ପରୀକ୍ଷା
   • ଘରେ କରନ୍ତୁ ମୃତ୍ତିକା ପରୀକ୍ଷା। Testing ...  

#krushisampada
#paddyvariety
#paddy # nrripaddy #goodvarietyofpaddy
#krushi #odia

Комментарии

Информация по комментариям в разработке