ଭୂତୁଣୀ କରଳରୁ ସୈନିକ କେମିତି ନିଜ ପ୍ରାଣ ରକ୍ଷା କଲେ !!

Описание к видео ଭୂତୁଣୀ କରଳରୁ ସୈନିକ କେମିତି ନିଜ ପ୍ରାଣ ରକ୍ଷା କଲେ !!

ଶ୍ରୀମଦ୍‌ ଭଗବତ ଗୀତା ଶାସ୍ତ୍ର
-------------------------------
'ଗୀତା' ଶବ୍ଦଟି ଗୀତମ୍ ଶବ୍ଦରୁ ଆସିଅଛି । ଗୀତା ହେଉଛି " ଭଗବାନ କୃଷ୍ଣଙ୍କର ଗୀତ । ଆମେ ଜାଣୁ ଯେ, ବେଦର ସାର ଉପନିଷଦ ଓ ଉପନିଷଦର ସାର ଗୀତା । ୧୮ ଖଣ୍ଡ ମହାଭାରତର ୬ଷ୍ଠ ପର୍ବ ହେଉଚି ଭୀଷ୍ମ ପର୍ବ । ଭୀଷ୍ମ ପର୍ବ ରେ ସର୍ବମୋଟ ୧୨୨ ଅଧ୍ଯ।ୟ ଓ ତନ୍ମଧ୍ଯରୁ ୨୫ରୁ ୮୨ ଅଧ୍ଯ। ୟ ହେଉଛନ୍ତି ଗୀତ । ।
ଗୀତ । ରେ ସମୁଦାୟ ୭୦୦ ଶ୍ଳୋକ ।
ଧୃତରାଷ୍ଟ୍ର-୧
ଶ୍ରୀକୃଷ୍ଣ- ୫୭୪
ସଂଜୟ-୮୪
ଅର୍ଜ୍ଜୁନ- ୪୧
---------------
ମୋଟ ୭୦୦
ତିନି କୃଷ୍ଣଙ୍କ ସମାହାରରେ ଗୀତା ।
ବକ୍ତା - ଶ୍ରୀକୃଷ୍ଣ
ଶ୍ରୋତା - ଦ୍ୱିତି କୃଷ୍ଣ(ଅର୍ଜ୍ଜୁନ)
ଲେଖକ - କୃଷ୍ଣ ଦ୍ଵିପାଯନ( ବ୍ୟାସଦେବ)

Комментарии

Информация по комментариям в разработке