ପ୍ରଭୂ ହେ...//ଓଡ଼ିଆ ଖ୍ରୀଷ୍ଟିଆନ ଗୀତ//Odia Christian song//Studio version

Описание к видео ପ୍ରଭୂ ହେ...//ଓଡ଼ିଆ ଖ୍ରୀଷ୍ଟିଆନ ଗୀତ//Odia Christian song//Studio version

Praise the Lord
Thanks dear subscribers watching and encouraging me with valuable printing likes and comments,
ଧନ୍ୟବାଦ୍ ମୋର ଭାଇ ଓ ଭଉଣୀ ଆପଣ ମାନଙ୍କୁ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ନମସ୍କାର ଜଣାଇ ଆଜି ଆପଣ ମାନଙ୍କ ପାଇଁ ଏକ ମନ ଛୁଆଁ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ମାଧ୍ୟମରେ ଆପଣ ମାନଙ୍କ ପାଖକୁ ବାର୍ତ୍ତା ଆଣିଛି ।
ଆଶା କରୁଛୁ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ ।


ପ୍ରଭୂ ହେ ......
ଏ ଜୀବନ ଦେଲ ମୋତେ
ତୁମରି ଦୟାରେ,ତୁମରି ଦୟାରେ
ଦିଅ ହେ ଢାଳି........
ଜୀବନ୍ତ ହେଉ ଜୀବନ
ଜୀବନ୍ତ ହେଉ ଜୀବନ,ଜୀବନ୍ତ ହେଉ
୧ : ତୁମରି ଆଶିଷେ କଣ୍ଠ ଟିଏ ଦେଲ
ସ୍ୱର ହୋଇ ତୁମେ ପ୍ରଭୁ ସଙ୍ଗୀତ ସାଜିଲ....୨
ଏ ସଙ୍ଗୀତ କରୁ ପରିବର୍ତ୍ତନ......2
ଦୁଃଖୀ ଜୀବନ ହେଉ
ଖ୍ରୀଷ୍ଟ ଜୀବନ
ଶାନ୍ତି ମୟ..........
୨: କୃଶ ପଥେ ଦେଖି ତୁମ ରକ୍ତ ଚିହ୍ନ
ଅନୁତାପେ ବିତିଯାଉ ଏଇ ଜୀବନ ..୨
ଜୀବନର ପାପ ସବୁ ଧୋଇ ଯାଉ...୨
କ୍ଷମି ଯାଉ ସବୁ
ଧୋଇ ହେଉ
ଉଦ୍ଧାର ପାଉ
ପ୍ରଭୁ ହେ.....

Комментарии

Информация по комментариям в разработке