Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ମୁଁ ରହିଗଲି,ମୋ ସବୁ ସାଙ୍ଗ ମାନଙ୍କୁ ଗୁଳିକରିଦେଲେ ଇଂରେଜ ଫଉଜ

  • PRO NEWS PRATIDINA ODISHA
  • 2023-10-12
  • 211
ମୁଁ ରହିଗଲି,ମୋ ସବୁ ସାଙ୍ଗ ମାନଙ୍କୁ ଗୁଳିକରିଦେଲେ ଇଂରେଜ ଫଉଜ
  • ok logo

Скачать ମୁଁ ରହିଗଲି,ମୋ ସବୁ ସାଙ୍ଗ ମାନଙ୍କୁ ଗୁଳିକରିଦେଲେ ଇଂରେଜ ଫଉଜ бесплатно в качестве 4к (2к / 1080p)

У нас вы можете скачать бесплатно ମୁଁ ରହିଗଲି,ମୋ ସବୁ ସାଙ୍ଗ ମାନଙ୍କୁ ଗୁଳିକରିଦେଲେ ଇଂରେଜ ଫଉଜ или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ମୁଁ ରହିଗଲି,ମୋ ସବୁ ସାଙ୍ଗ ମାନଙ୍କୁ ଗୁଳିକରିଦେଲେ ଇଂରେଜ ଫଉଜ бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ମୁଁ ରହିଗଲି,ମୋ ସବୁ ସାଙ୍ଗ ମାନଙ୍କୁ ଗୁଳିକରିଦେଲେ ଇଂରେଜ ଫଉଜ

ମୁଁ ରହିଗଲି,ମୋ ସବୁ ସାଙ୍ଗ ମାନଙ୍କୁ ଗୁଳିକରିଦେଲେ ଇଂରେଜ ଫଉଜ/ପୁନ୍ୟତିଥିରେ ସହିଦ ହୋଇଯାଇଥିବା ସାଙ୍ଗ ମାନଙ୍କୁ ମନେ ପକାଇଲେ ଜୀବିତ ଥିବା ଜଣେ ସାଙ୍ଗ

୧୧ ଅକ୍ଟୋବର ୧୯୩୮ ମସିହା ଆଜିର ଦିନରେ ଦେଶର ସର୍ବ କନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବୀର ବାଜିରାଉତ ବ୍ରିଟିଶ ସେନା ଗୁଳିରେ ନିଜ ଦେଶ ନିଜ ମାଟି ପାଇଁ ସହିଦ୍ ହୋଇଯାଇଥିଲେ ।
ସେହି ଘଟଣା ଆଜିକୁ ୮୬ ବର୍ଷ ବିତିଯାଇଛି ସତ ହେଲେ ତିଳେ ମାତ୍ର ଲିଭିନି ସେଦିନର ସେ ଇଂରେଜ ଫଉଜ ଗୁଳିରେ ପ୍ରାଣ ହରାଇଥିବା ନିଜ ସାଙ୍ଗ ମାନଙ୍କ ପ୍ରତିଛବି ।ଆଜି ବି ସେଦିନକୁ ମନେ ପାକାଇ ଭାବ ବିହୋଳ ହୋଇଯାଉଛନ୍ତି ଇଂରେଜ ଫଉଜ ଗୁଳିରୁ ବର୍ତ୍ତି ଯାଇଥିବା ଦେଶର ସର୍ବ କନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବିର ବାଜୀରାଉତଙ୍କ ସାଙ୍ଗ କାହୁଁ ମଲ୍ଲିକ ।
ଦି ବୋଟ ବୟ ଭାବରେ ପରିଚିତ ଦେଶର ସର୍ବକନିଷ୍ଠ ଶହୀଦ ବୀର ବାଜିରାଉତ । ଆଜି ତାଙ୍କ ଜନ୍ମମାଟି ପାଳୁଛି ୮୬ ତମ ଶ୍ରାଦ୍ଧଦିବସ ।ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ପୂଣ୍ୟତିଥି ଅବସରରେ ବ୍ରାହ୍ମଣୀ ନଦୀରେ ଶହୀଦଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା । ନୀଳକଣ୍ଠପୁରବାସୀ ଓ ପ୍ରଶାସନୀକ ଅଧିକାରୀ ଏକ ଶୋଭାଯାତ୍ରାରେ ବିଭିର୍ଣ୍ଣ ସ୍ଲୋଗାନ ଦେଇ ବ୍ରାହ୍ମଣୀ ନଦୀରୁ ସ୍ମୃତିପୀଠରେ ପହଞ୍ଚିଥିଲେ । ଏଥିରେ ସଙ୍କୀର୍ତ୍ତନ ମଣ୍ଡଳୀ ସାମୀଲ ହୋଇଥିଲେ । ଆୟୋଜିତ ସଭାରେ ସ୍ମୃତି ପରିଷଦର ସଭାପତି କୋଦଣ୍ଡଧର ସାହୁ ସଭାପତିତ୍ବ କରିଥିଲେ । ମୂଖ୍ୟ ଅତିଥି ଭାବରେ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ ।ସର୍ବକନିଷ୍ଠ ଶହୀଦ ବୀର ବାଜିରାଉତ ହେଉଛନ୍ତି ଆମର ପରିଚୟ । ବାର ବର୍ଷ ବୟସର ଜଣେ କୁନି ବାଳକ ମନରେ ଦେଶ ତଥା ଜାତି ପାଇଁ ଥିବା ଭକ୍ତିର କଥା ଭାବିଲା ବେଳକୁ ଦେହରେ ଶିହରଣ ଖେଳିଯାଏ । ଏପରି ବୀରକୁ ଜନ୍ମ ଦେଇ ଢେଙ୍କାନାଳ ମାଟି ଆଜି ଗର୍ବିତ । ତାଙ୍କର ପଥକୁ ଅନୁସରଣ କରି ଅଞ୍ଚଳର ବିକାଶର ନୌକାକୁ ଆଗେଇ ନେଲେ ଏହାହିଁ ଶହୀଦଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଛନ୍ତି ଏମ୍.ପି ମହେଶ ସାହୁ ।
ତେବେ ଆଜିପର୍ଯ୍ୟନ୍ତ ଶହୀଦ ବୀର ବାଜିରାଉତଙ୍କ ଦାୟଦମାନଙ୍କୁ ସରକାର ଓ ଜିଲ୍ଲା ପ୍ରଶାସନ ଅଣଦେଖା କରିଆସୁଛନ୍ତି ବୋଲି କହିଛନ୍ତି ତାଙ୍କ ପୁତୁରା କୁଳମଣୀ ରାଉତ ।

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]