ବଲାଙ୍ଗିର ରାଜ ପରିବାରନେ ଇ ବଛର କେନ୍ତା ମାନଲେ ନୂଆଁଖାଇ?

Описание к видео ବଲାଙ୍ଗିର ରାଜ ପରିବାରନେ ଇ ବଛର କେନ୍ତା ମାନଲେ ନୂଆଁଖାଇ?

ନୂଆଁଖାଇନେ ପୁରା ପଶ୍ଚିମ ଓଡ଼ିଶାନେ ନୂଆଁଖାଇ ମାନୁଛନ୍ ଲୁକେ । ଏନ୍ତାଥି ଫି ବଛର ଲେଖେଁ ବଲାଙ୍ଗିରର ରାଜ ପରିବାର ଭିଲ୍ ଗୁଟେନ ବସିକରି ନୂଆଁଖାଇଛନ୍ । ପୁରଷା ପୁରଷା ଧରିକରି ରାଜବାଟୀନେ ନୂଆଁଖାଇ ପରମ୍ପରାଟା ଚାଲିଆସୁଥିବାର ବେଲକେ ଆଏଜ୍ ଭିଲ୍ ଇଠାନେ ଇ ପରମ୍ପରାକେ ମାନିଆସୁଛନ୍ ସବୁ ସଦସ୍ୟ । ରାଜପୁରୋହିତ୍ ନବାର୍ଣ୍ଣ ଲାଗି କରାଲା ଉତରୁ ପୁରା ପରିବାର ଗୁଟେନ ବସିକରି ନୂଆଁଖାଇଛନ୍ ।

For more such updates, please Like, Comment and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
Instagram-   / paharaa24x7  
Twitter-   / paharaa24x7  
Whatsapp- 7205661076
Website- https://www.paharaa.com/

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର

Комментарии

Информация по комментариям в разработке