କାଉ ମାନେ ଟେରା କାହିଁକି || LANKA PODI PAIN DAYEE KIE || ODIA PALA || PART-8 || GAYAK BASANT ROUT

Описание к видео କାଉ ମାନେ ଟେରା କାହିଁକି || LANKA PODI PAIN DAYEE KIE || ODIA PALA || PART-8 || GAYAK BASANT ROUT

Topic- କାଉ ମାନେ ଟେରା କାହିଁକି -Odia pala -Lanka podi pain Dayee kie by
Gayak Purana Gyanasagara Basant Rout
PART-8
MAMATA ENTERTAINMENT

Thank You for watching this video. If you like this video then please hit the like button, share, and do subscribe to our channel for more such videos, also comment about your feedback in the comment box.

Watch and enjoy more Pala videos on these Playlists:-
ODIA PALA BHAJAN-    • ODIA PALA BHAJAN AND SONG  .
ODIA PALA COMEDY-    • ODIA PALA COMEDY AND COMEDY SONG  .
ODIA PALA ODISHI-    • ODIA PALA ODISHI  .

FOLLOW US ON:-
YouTube:-    / @mamataentertainmentodia  .
Facebook:-   / mamata.senapati.5249  .
Facebook Page:-   / mamataentertainmentodia  .
Twitter:-   / mamatasenapati3  .
Blogger:- https://mamatasenapati.blogspot.com.
----------------------------------------------------------------
COPYRIGHT DISCLAIMER:-
All copyrights are reserved by MAMATA ENTERTAINMENT. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
----------------------------------------------------------------
ପାଲାର ସଂଜ୍ଞା :-
ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା |
----------------------------------------------------------------
#MamataEntertainment

Комментарии

Информация по комментариям в разработке