Paradip Biswakarma Puja 2024 night view || ଓଡିଶା ପ୍ରସିଦ୍ଧ ପାରାଦ୍ବୀପ ବିଶ୍ୱକର୍ମା ପୂଜା ||

Описание к видео Paradip Biswakarma Puja 2024 night view || ଓଡିଶା ପ୍ରସିଦ୍ଧ ପାରାଦ୍ବୀପ ବିଶ୍ୱକର୍ମା ପୂଜା ||

ଓଡିଶା ପ୍ରସିଦ୍ଧ ପାରାଦ୍ବୀପର ବିଶ୍ୱକର୍ମା ପୂଜା ୨୦୨୪ ର ସୁନ୍ଦର ଓ ମନୋରମ କାରୁକାର୍ଯ୍ୟ, ଯାହାକୁ ଥରେ ଦେଖିଲେ ବାରମ୍ବାର ଆସି ଦେଖିବାକୁ ମନ ହୁଏ। ପ୍ରତିଟି ମେଢ଼ରେ ଦେଖିବାକୁ ମିଳିବ ଓଡିଶା କଳା ସଂସ୍କୃତି ଓ ପରମ୍ପରାର ଅପୂର୍ବ ନିଦର୍ଶନ। କାରିଗରମାନଙ୍କର ନିଖୁଣ ହାତର ସୁନ୍ଦର ପ୍ରୟାସ, ଯାହା ନିତାନ୍ତ ପ୍ରଶଂଶନୀୟ । ସନାତନ ହିନ୍ଦୁ ଧର୍ମର ମୂଳ କୌଳିକ ରୀତିର ଆମୂଳ ଚୂଳ ବର୍ଣ୍ଣନା ଆମ ସାଧାରଣ ଜୀବନରେ ବ୍ୟବହାରକୁ ଏବଂ ପୌରାଣିକ ଏୈତିହାସିକ ସ୍ମୃତିକୁ ଚିର ଉଜାଗର କରି ଜୀବନ୍ତ ଛବି ଓ କଳା କୌଶଳର ମନଲୋଭା ନିଦର୍ଶନ।

Комментарии

Информация по комментариям в разработке