ପ୍ରଥମ କାମ; ପ୍ରତି ଘରକୁ ସ୍ୱଚ୍ଛ ପାଣି | The Quiver News

Описание к видео ପ୍ରଥମ କାମ; ପ୍ରତି ଘରକୁ ସ୍ୱଚ୍ଛ ପାଣି | The Quiver News

#ପ୍ରଥମ_କାମ_ପ୍ରତି_ଘରକୁ_ସ୍ୱଚ୍ଛ_ପାଣି
ଥକିପଡିଛି ଯୋଜନା, ଘରେ ପହଞ୍ଚୁନି ସ୍ୱଚ୍ଛ ଓ ନିର୍ମଳ ପାଣି । ଘରେ ଘରେ ଲୋକଙ୍କୁ ମଧୁରଜଳ ଯୋଗାଇବା ଲକ୍ଷରଖି ବିଜେଡି କରିଥିବା ବସୁଧା ଯୋଜନାର ସ୍ଥିତି ପରଖିଛି ବିଜେପି। ଗତ ୨୦୧୯ରେ ବ୍ରହ୍ମଗିରୀ ବ୍ଲକ ଅନ୍ତର୍ଗତ କୁଶୁପୁରୁ ଗାଁ ନିକଟରେ ୧୪୪.୩୬ କୋଟି ଟଙ୍କା ବିନିମୟରେ ଆରମ୍ଭ କରାଯାଇଥିବା ମେଘା ପାନୀୟଜଳ ପ୍ରକଳ୍ପର ଶେଷ ୨୦୨୪ ସୁଦ୍ଧା କରିବାକୁ ଲକ୍ଷ ରଖାଯାଇଥିଲା।
#odisha #bramhagiri #sambit_patra #upasana_mohapatra #water_suply
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in YouTube!    / @thequivernews  
Like us in Facebook:   / thequiverofficial  
Follow us in Instagram:   / thequivernews  
Follow us in Twitter:   / thequivernews  
Visit our website: https://thequiver.in/
Follow us in LinkedIn:   / thequivernews  

Комментарии

Информация по комментариям в разработке