ମାନସିକ ରୋଗ କାହିଁକି ହେଉଛି? | Dr Jayprakash Russel Ravan on Mental disorder in Odia

Описание к видео ମାନସିକ ରୋଗ କାହିଁକି ହେଉଛି? | Dr Jayprakash Russel Ravan on Mental disorder in Odia

#Mentaldisorder #DoctorAdvice #OdiaHealthTips

ମାନସିକ ରୋଗ କାହିଁକି ବଢୁଛି? ଏହାକୁ ଚିହ୍ନିବେ କେମିତି? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରେସଲ ରାବଣ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ମାନସିକ ରୋଗ କ’ଣ? (0:00)
ମାନସିକ ରୋଗର କାରଣ (1:20)
ମାନସିକ ରୋଗକୁ ଚିହ୍ନିବା କେମିତି? (2:20)
ସିଜୋଫ୍ରେନିଆ ରୋଗ କ’ଣ? (3:44)
ଶୂଚୀବାଇ ରୋଗ(ଓସିଡି) ଓ ଡିମେନ୍‌ସିଆ କ’ଣ? (5:40)
ଦୁଃଖରେ ଅତ୍ୟଧିକ ଭାଙ୍ଗି ପଡ଼ିଲେ ମାନସିକ ରୋଗ ହୋଇପାରେ (7:24)
ଡାକ୍ତରଙ୍କ ପାଖକୁ କେତେବେଳେ ଯିବେ? (9:04)
ମାନସିକ ସ୍ୱାସ୍ଥ୍ୟର ଯତ୍ନ (10:52)

Mental disorder is a wide range of conditions that affect mood, thinking, and behavior. Various mental illnesses that occur in the human body include schizophrenia, depression, bipolar disorder, OCD, etc. What are the causes of Mental disorders? how can we recognize it? Let us find out more from Dr Jayaprakash Russell Ravan, a psychiatrist.

In this video,

What is a mental disorder? (0:00)
Causes of mental disorders (1:20)
Symptoms of mental disorders (2:20)
What is schizophrenia? (3:44)
What are OCD and dementia? (5:40)
Too much grief can lead to mental illness (7:24)
When should you consult a doctor? (9:04)
Care for our Mental health (10:52)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке