ଝିଅଙ୍କ ପାଇଁ ଲକ୍ଷ୍ମଣରେଖା କାହିଁକି ? | Odisha Reporter

Описание к видео ଝିଅଙ୍କ ପାଇଁ ଲକ୍ଷ୍ମଣରେଖା କାହିଁକି ? | Odisha Reporter

ଝିଅ ଟି କେଉଁଭଳି ଡ୍ରେସ୍ ପିନ୍ଧିବ? ଆଣ୍ଠୁ ତଳକୁ ନା ଆଣ୍ଠୁ ଉପରକୁ ? ରାତିରେ ବୁଲିପାରିବନି , ସଞ୍ଜ ନଇଁଲେ ଘରେ ରହିବେ । ପୁଅ ଯଦି ସିଗାରେଟ ଲଗାଇବ, ଝିଅ କାହିଁକି ନୁହେଁ ? କିଏ ଟାଣିଲା ଲକ୍ଷ୍ମଣ ରେଖା ? ଝିଅଟି ସୀମା ଲଂଘୁଛି ନା ସମାଜ ଗାର ଟାଣିଛି ? ରକ୍ଷଣଶୀଳ ଠିକ୍ ନା ସ୍ୱାଧୀନ ଚିନ୍ତାଧାର ଠିକ୍ । ଏସବୁକୁ ନେଇ ଆମର ଏ ଆଲୋଚନା ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #debate #odishaculture #girl #Conservative #openmind

Комментарии

Информация по комментариям в разработке