Kartika Mahatmya-୯ଷ୍ଠ ଅଧ୍ୟାୟ- ପାଠ ଓ ବ୍ୟାଖ୍ୟା | Pandit Bhajaram,Sebayata Managobinda |Sidharth Bhakti

Описание к видео Kartika Mahatmya-୯ଷ୍ଠ ଅଧ୍ୟାୟ- ପାଠ ଓ ବ୍ୟାଖ୍ୟା | Pandit Bhajaram,Sebayata Managobinda |Sidharth Bhakti

ବରଷକ ବାର ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠୁ ପବିତ୍ର ମାସ l ଏହି ମାସର ମାହାତ୍ମ୍ୟ ମହାନ l ଏହି ମାସର ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ତୁଳସୀ ଚଉରା ମୂଳେ ଆକାଶ ଦୀପ ଜାଳି ପିତୃ ପୁରୁଷଙ୍କୁ ସ୍ମରଣ କରାଯାଏ l ସେମାନଙ୍କ ପଥକୁ ଆଲୋକିତ କରାଯାଏ l
କାର୍ତ୍ତିକ, ଧର୍ମ ଅର୍ଜନ କରିବାର ମାସ l
କାର୍ତ୍ତିକ, ପୁଣ୍ୟ ଅର୍ଜନ କରିବାର ମାସ l
କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ କାର୍ତ୍ତିକ ମାହାତ୍ମ୍ୟ ପଢିଲେ ଓ ଶୁଣିଲେ ସବୁ ପାପ କ୍ଷୟ ହୋଇଥାଏ l ମାସସାରା ହବିଷ୍ୟାଳି ମାନେ ସନ୍ଧ୍ୟାରେ ଏକତ୍ରିତ ହୋଇ କାର୍ତ୍ତିକ ମାହାମ୍ନ୍ୟର ଗୋଟିଏ ଗୋଟିଏ ଅଧ୍ୟାୟ ଶ୍ରବଣ କରି ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିଥାନ୍ତି l
ଏହି ପୁଣ୍ୟ କାର୍ତ୍ତିକର ମହାନ ମାହାମ୍ନ୍ୟକୁ ନେଇ ଆମର ଏଇ ନିଆରା ଭେଟି କାର୍ତ୍ତିକ ମାହାମ୍ନ୍ୟ, ଯାହାକୁ ପାଠ କରୁଛନ୍ତି ଶ୍ରୀମନ୍ଦିରର ସେବକ ମାନଗୋବିନ୍ଦ ଆପଟ ଓ ତାହାର ତତ୍ତ୍ୱ,ଅର୍ଥ ଏବଂ ମାହାତ୍ମ୍ୟକୁ ସରଳ ଓ ସୁନ୍ଦର ଭାବରେ ଵୁଝାଇ କହୁଛନ୍ତି ପଣ୍ଡିତ ଭଜରାମ ଶତପଥି l

Also watch this Programme on SIDHARTH BHAKTI CHANNEL.
Sidharth Bhakti : Dish TV-1395, Airtel-616,Sun-491,D2H-1395,Tata Play-1796
Sidharrth TV : Dish-1311,Tata Play-1757,Airtel-600,Sun Direct -657,D2H-1311
Sidharth Gold : Dish TV -1333, Airtel-602,Sun-658,D2H-1333,Tata Play-1766
Jay Jagannath : Dish-1397,Airtel-615,Sun Direct-490,Videocon D2H-1397,Tata Play-1799

SUBSCRIBE us for new shows every day:

YouTube :    / sidharthbhakti  
Instagram :   / sidharthbhakti  
Facebook :   / sidharthbhaktiodia  

Subscribe our other Television Channels :
Sidharth TV :    / sidharthtv  
Sidharth Gold : https://bit.ly/3a1P4Ac
Jay Jagannath : https://bit.ly/3aa1lTa

#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannathtv

Комментарии

Информация по комментариям в разработке