Rench

Описание к видео Rench

Sabhyasamaj.news.in by Subhalaxmi Senapati

No copyright issue as this vedio is captured by
Sabhyasamaj.news.in
#mla#odianews #delang #bjd #pipili #puri #rudrapratap #odishanews #election#2024election#nabinpattnaik #vkpandian #viralvideo #babies#Rench#mla#rudra#puspenrasinghdeo#joined#minister
ରେଞ୍ଚରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ।
ବିଜୁ ଜନତା ଦଳ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀରେ ରୁଦ୍ରପ୍ରତାପଙ୍କୁ ମିଳିଲା ଅଦ୍ଭୂତପୂର୍ବ ଜନ ସମର୍ଥନ,ରେଞ୍ଚ BJPକୁ ମିଳିଛି ଶକ୍ତ ଧକ୍କା

ରେଞ୍ଚରେ ମଉଳିଲା ଫୁଲ । ବାଜିଲା ଶଙ୍ଖ । ବିଜୁ ଜନତା ଦଳ ଏକ ମାମୁଲି ଦଳ ନୁହେଁ ବୋଲି ପ୍ରତିକ୍ରିୟା ରଖିଥିଲେ ବିଜୁ ଜନତା ଦଳ ବ୍ଲକ ସଭାପତି ବୈରାଗୀ ଜେନା । ଗୁରୁବାର ଦିନ ପୁରୀ ଜିଲ୍ଲା ପିପିଲି ବ୍ଲକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ବ୍ଲକ ରେଞ୍ଚ ପଂଚାୟତରେ ଅନୁଷ୍ଠିତ ବିଜୁ ଜନତା ଦଳ ପକ୍ଷରୁ ଏକ ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେଞ୍ଚ ପଂଚାୟତରେ ପ୍ରାୟ ୨ହଜାରରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳ ସମର୍ଥକ ଯୋଗ ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ , ପର୍ଯ୍ୟବେକ୍ଷକ, ବିଜୁ ଜନତା ଦଳ ଡେଲାଙ୍ଗ ବ୍ଳକ ସଭାପତି ବୈରାଗୀ ଜେନା, ଜିଲ୍ଲା ପରିଷଦ ଦୀପ୍ତିଶ୍ରୀ ରାଉତରାୟ, ଡେଲାଙ୍ଗ ବ୍ଲକ ଅଧକ୍ଷ। ବାସନ୍ତୀ ସାହୁ ଉପସ୍ଥିତ ରହିଥିଲେ । ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ଶଙ୍ଖ, ବାଦ୍ୟ, ହୁଳହୁଳି ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ରେଞ୍ଚ ପଞ୍ଚାୟତ ବାସିନ୍ଦା ।
#Biju Janata Dal Gram panchayat level workers' conference Rudra pratap gets unprecedented public support, Rench BJP gets a hard hit.

Flowers bloomed in the rench. The conch sounded. Biju Janata Dal Block President Bairagi Jena said that Biju Janata Dal is not a small party. On Thursday, a Panchayat Work Conference has been held on behalf of Biju Janata Dal in Delang Block Rench under Puri District Pipili Constituency. More than 2,000 Biju Janata Dal supporters joined the programme in the rench retreat, while former minister Pushendra Singh Deo, observer, Biju Janata Dal Delang Block President Bairagi Jena, District Councilor Prathimashri Rautharai, Delang Block Chief. Basanti Sahu was present. Biju Janata Dal MLA candidate Rudra Pratap was welcomed by the residents of Ranch Panchayat by playing conch shells, instruments and clapping.

Комментарии

Информация по комментариям в разработке