#ପ୍ରଭୁ_ଶ୍ରୀରାମଚନ୍ଦ୍ର_ଙ୍କ_ଦ୍ୱାର_ସ୍ଥାପିତ_ଶୈବ_ଦେବ_ସ୍ଥଳ
#Hidden_Place
#Dhabeleswar_Temple,
#Best_Visiting_Place,
#Dasharathi_Creations,
#Dharakotsingipur
#Singipur
#Dharokot
#Ganjam
#Odisha
Dhabeleswar Temple //Dharakot,Singipur //Ganjam // Odisha //
ଧବଳେଶ୍ଵର //ଧରାକୋଟ, ସିଙ୍ଗିପୁର // ଗଞ୍ଜାମ // ଓଡ଼ିଶା //
ନମସ୍କାର ଦର୍ଶକ ବନ୍ଧୁ 🙏🙏🙏🙏🙏
ମୁଁ ଦାଶରଥି, ଆସା କରୁଛି ଆମର ଏହି ଭିଡିଓ ଟି ଆପଣମାନଙ୍କୁ ଭଲ ଲାଗିବ,
ଆମ ଭିଡ଼ିଓ ଟିକୁ Like,Comment, Share ନିଶ୍ଚିତ କରିବେ
ଏମିତି ନୂଆ ନୂଆ ଦର୍ଶନୀୟ ସ୍ଥାନ ଦେଖିବା ପାଇଁ ଦୟାକରି ଆମ ଚ୍ୟାନେଲ୍ ଟିକୁ Subscribe କରନ୍ତୁ
ଆମ ଭିଡ଼ିଓ Facebook ରେ ଦେଖିବା ପାଇଁ ଦୟାକରି ଆମ Facebook Pages
Dasharathi Creations କୁ Follow କରନ୍ତୁ
ଜୟ ଜଗନ୍ନାଥ 🙏🙏🙏
ମନ୍ଦିର ର ଇତିହାସ :-
ତ୍ରେତୟା ଜୁଗେ ଶ୍ରୀ ପ୍ରଭୁ ରଘୁବୀର ରାମଚନ୍ଦ୍ର ବନବାସ କରିବା ସମୟରେ ଭାଇ ଭାର୍ଯ୍ୟ ସହ ଏ ଭୁମେ କରିଥିଲେ ବିଶ୍ରାମ,
ଋଷିକୂଲ୍ୟା ନଦୀ ପଠାଏ ଥିଲା ନିର୍ଜନ ବନ,
ପ୍ରକୃତିକ ସୌନ୍ଦର୍ଯ୍ୟରେ ଥିଲା ପୂର୍ଣ୍ଣ ହୋଇଣ,
ପ୍ରଭାତ ସନ୍ଧ୍ୟା ରେ ସମିର ପୁଷ୍ପ ସୁବାସ ବହୀ,
ପ୍ରମୋଦିତ କରିଥିଲା କି ଏଇ କାନନ ଭୁଇଁ,
କୃଷ୍ଣଚୁଡା ବ୍ରୁଖ୍ଯ ଖୋଲିଛି ରଙ୍ଗ ଫୁଲ ଦୋକାନ,
ପ୍ରତେ ହେଉଅଛି ଦେଖିଣ ତାହା ଭାବୁକ ମନ,,,,,,,,,,
( ଶ୍ରୀ ଶ୍ରୀ ଧବଳେଶ୍ଵର ଜଣାଣ ରେ ଲିଖିତ, )
ଦର୍ଶକ ବନ୍ଧୁ ତ୍ତ୍ରେତୟା ଜୁଗ ରେ ଜେତେ ବେଳେ ପ୍ରଭୁ ରାମଚନ୍ଦ୍ର, ମାତା ସିତା,ଓ ଲକ୍ଷ୍ମଣ ଙ୍କୁ ବନବାସ ହୋଇଥିଲା ସେହି ସମୟରେ
ଏହି ସ୍ଥାନ ଟି ଜାଙ୍ଗଲ ହୋଇ ଫଳ ଫୁଲ ରେ ପରି ପୂର୍ଣ୍ଣ ହୋଇ ଥିଲା, ପ୍ରଭୁ ରାମଚନ୍ଦ୍ର, ମାତା ସିତା ଏହି ସ୍ଥାନ ରେ ରାତ୍ରି ଯାପନ କରିଥିଲେ,
ବାଲୁକା ସ୍ଥାପନା କରି ମହା ପ୍ରଭୁ ସିବ ଙ୍କୁ ଆରଧନା କରିଲେ,
ମହାପ୍ରଭୁ ସିବ ସନ୍ତୁଷ୍ଟ ହୋଇ ଦର୍ଶନ ଦେଲେ,
କିନ୍ତୁ ମହା ପ୍ରଭୁଙ୍କ ଲିଂଗ ଅପ୍ରକାଶ ହୋଇ ଥିଲା,
ତ୍ରେତୟା ଜାଇ ଦ୍ୱାପର, କଲି ପ୍ରବେଶ ହେଲା, ଲିଙ୍ଗ ଘରେ ହୁଙ୍କା ଉଠିଲା,
କେତେ ଦିନ ବିତିଲା କହି ହବନି,
ସିଙ୍ଗିପୁର ଗ୍ରାମର ଜଣେ ଗୋପାଳ ସେଠାରେ ଘର କରିଥିଲେ,
ତାଙ୍କ ପେସା ଗାଇ ଚରା,ସେ ବନ କୁ ସେ ନିତି ଗାଇ ଚରାଇ ବାକୁ ଯାଆନ୍ତି, ଏକ ଗାଇ (କପିଳା ) ସେହି ସ୍ଥାନ କୁ ସେ ସବୁଦିନ ଯାଇ,
କିଛି ସମୟ ବସି ପୁଣି ଫେରିଆସେ,
ଏ ଦୃଶ୍ୟ ସେଇ ଗୋପାଳ ପ୍ରୋତୋକ ଦିନ ଦେଖିଲେ,
ପର ଦିନ ପୁଣି ଗାଇ ଚରାଇବା କୁ ଜାଇ,ଧିରେ ଧିରେ ଜାଇ ସେହି ଜାହାରେ ପହଞ୍ଚିଲା,
ଗୋପାଳ ଜଣକ ଦେଖିଲେ ସେଇ ସ୍ଥାନ ରେ ଗାଇ ଟି ଛିଡା ହୋଇଛି,ଗାଇ ଟିର କ୍ଷୀର ଆପେ ଆପେ ବହି ଚାଲିଛି,
ସେହି ଗୋପାଳ ଜଣକ ଦେଖିଲେ ଜେ ଲିଙ୍ଗ ଟି ଧଳା ବର୍ଣ୍ଣ ର ଦେଖା ଜାଉଛି,
ସେହି ଗୋପାଳ ଜଣକ ଗ୍ରାମ କୁ ଆସି ଗ୍ରାମ ବାସୀ ଙ୍କୁ କହିଲା,
ଗ୍ରାମ ବାସି ଜାଇ ଦେଖିଲେ,,,ଳିଙ୍ଗ ଟି ଧଳା ବର୍ଣ୍ଣ ର ଦେଖା ଜାଉଥିବାରୁ,
ଶ୍ରୀ ଧବଳେଶ୍ଵର ବୋଲି ପୂଜୀଲେ ସମସ୍ତେ,
🙏🙏🙏🙏🙏
Dasharathi Creations
Информация по комментариям в разработке