KHANADAPADA MAHARAJ BIBHUTI BHUSHANA SINGH MARDARAJ NKA SHREE JAGANNATH NKA RATHA RE CHHERA PAHARA

Описание к видео KHANADAPADA MAHARAJ BIBHUTI BHUSHANA SINGH MARDARAJ NKA SHREE JAGANNATH NKA RATHA RE CHHERA PAHARA

ଜଗତ ର ନାଥ ଜଗନ୍ନାଥ ଙ୍କ ଆଗରେ ସମସ୍ତେ ସମାନ ନାହିଁ ସାନ ନାହିଁ ବଡ଼ ନାହିଁ ଧନୀ ନାହିଁ ଗରିବ, ଖଣ୍ଡପଡ଼ା ରାଜା ବିଭୁତି ଭୂଷଣ ସିଂହ ମର୍ଦରାଜ ଜଗନ୍ନାଥ ଙ୍କ ରଥ ନନ୍ଦିଘୋଷ ରେ ଛେରା ପହରା ଓ ଆଲଟ ଚାମର ସେବା କରୁଛନ୍ତି 🙏 ରାଜା ପଟୁଆର ବା ପାଲିଙ୍କି (ବିମାନ) ରେ ଆସିଲେ ପ୍ରବଳ ଜନ ସମାଗମ ରେ ଖଣ୍ଡପଡ଼ା ବଡ଼ ଦାଣ୍ଡ ଉତ୍ସବ ମୁଖର

Комментарии

Информация по комментариям в разработке