TARZAMA : ପ୍ରସନ୍ନ କହିଲେଣି ଏମିତି...ବଢିଲା ମୋହନଙ୍କ ଟେନସନ୍ | Nirbhay Suchana

Описание к видео TARZAMA : ପ୍ରସନ୍ନ କହିଲେଣି ଏମିତି...ବଢିଲା ମୋହନଙ୍କ ଟେନସନ୍ | Nirbhay Suchana

ଏଥର ବିଧାନସଭା ଉଠିବ ପଡ଼ିବ। ସରଗରମ ହେବ ଅଧିବେଶନ। କାରଣ ବିରୋଧୀ ଭୂମିକାରେ ବସିବାକୁ ଯାଉଛି ବିଜେଡି। ନବୀନ ତ ବିରୋଧୀ ନେତା ହେଲେ ପ୍ରସନ୍ନ ଆଚାର୍ଯ୍ୟ ସମ୍ଭାଳିପାରନ୍ତି ଦାୟିତ୍ବ। ଅଧିବେଶନ ପୂର୍ବରୁ ବିଜୁ ଜନତା ଦଳ ଯେଉଁ ଯୋଜନା କଲାଣି ତାହା ମୋହନ ସରକାରଙ୍କ ଶିବିର ସହ ଗୃହରେ କମ୍ପନ ସୃଷ୍ଟି କରିବ ହିଁ କରିବ। କ'ଣ ଏମିତି କହିଲେଣି ପ୍ରସନ୍ନ ଯାହା ପାଇଁ ଚିନ୍ତାରେ ବିଜେପି।

#tarzama #tarjama #nirbhaysuchana #odishanews #cm #mohanmajhi #naveenpatnaik #BJP #BJD #politicalnewsupdates


Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.

Like, Share and must Comment.
Subscribe This Channel & Must Click The Bell Icon 🔔.

Thanks For Watching
Nirbhay Suchana
Youtube Link:    / nirbhaysuchana  
Facebook Link:   / nirbhaysuchanaofficial  
Instagram :

Комментарии

Информация по комментариям в разработке