ଧୀରେ ଘେନ କାନନରେ || Dhire Ghena Kananare || birmaharajpur Rath Yatra 2023

Описание к видео ଧୀରେ ଘେନ କାନନରେ || Dhire Ghena Kananare || birmaharajpur Rath Yatra 2023

ଧୀରେ ଘେନ କାନନରେ || Dhire Ghena Kananare || birmaharajpur Rath Yatra 2023



Song : Dhire Ghena Kananare ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
-------------------------------------------------------------------------------
❤️ ଏହି ଭିଡିଓ ଯଦି ଭଲ ଲାଗେ ତାହେଲେ ଚାନେଲ କେ subscribe, Like, Share କରନ୍ତୁ ❤️ ‪@SandheswarProduction‬
-------------------------------------------------------------------------------
ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ । କଳା ମାଣିକରେ !

ନିଧନ ସଙ୍ଖାଳି ମୋର (ରେ) ଦରିଦ୍ର ପସରା
ଅନ୍ଧର ଲଉଡ଼ି ବାବୁ(ରେ) ହୃଦ ରତ୍ନ ହାରା । କଳା ମାଣିକରେ !

ମୋ ଜୀବ ଜୀବନ ତୁହି (ରେ) ନୟନ ପ୍ରତିମା
ତୋତେ କି ପାସୋରି ହେବ(ରେ) ମୋର ସୁଖ ସୀମା । କଳା ମାଣିକରେ !

ଡରୁଥାଉ ଅନ୍ଧାରକୁ(ରେ) ରଖିଥାଉ ଗୋରୁ
ଜନକ ଜନନୀ ସୁଖ କାହିଁପାଇଁ ସାରୁ । କଳା ମାଣିକରେ !

ବୃଦ୍ଧକାଳେ ତୁ ମୋହର(ରେ) ଏକଇ ନନ୍ଦନ
ହୃଦ-ତାପ-ବିନାଶନେ(ରେ) ତୁ ହରି ଚନ୍ଦନ । କଳା ମାଣିକରେ !

---------------------------------------------------------------------------------
YouTube Channel Name : Sandheswar Production
‪@SandheswarProduction‬
---------------------------------------------------------------------------------

Комментарии

Информация по комментариям в разработке