ଦୁଇମାସରେ କମିବ ଡାଇବେଟିସ !ଗାଏବ ହୋଇଯିବ ବିପି, କୋଲେଷ୍ଟ୍ରୋଲ | Odisha Reporter

Описание к видео ଦୁଇମାସରେ କମିବ ଡାଇବେଟିସ !ଗାଏବ ହୋଇଯିବ ବିପି, କୋଲେଷ୍ଟ୍ରୋଲ | Odisha Reporter

ବଢୁଛି ଷ୍ଟ୍ରେସ ସହିତ ଆଙ୍କଜାଇଟି। କମୁନି ଡାଇବେଟିସ ହାଇ ରହୁଛି ବ୍ଲଡ ପ୍ରେସର । ବ୍ୟାଡ କୋଲେଷ୍ଟ୍ରୋଲକୁ ନେଇ ଚିନ୍ତାରେ ରହିଛନ୍ତି କି। ଏହାକୁ ନିୟନ୍ତ୍ରଣ କରିବା ଆପଣଙ୍କ ପାଇଁ କାଠିକର ପାଠ ହୋଇପଡୁଛି। ସେପଟେ ଲମ୍ବା ସମୟ ମେଡିସିନ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା ଭୟ ବି ରହୁଛି। ଏଭଳି ସମୟରେ ଜଣେ କରିବ କଣ ? ସତରେ କଣ ଏ ସମସ୍ତ ଲାଇଫ ଷ୍ଟାଇଲ ଡିଜଅର୍ଡର ରିଭର୍ସ ହୋଇପାରିବ। ହଁ ଏହା ସମ୍ଭବ, କେବଳ ଖାଦ୍ୟଶୈଳୀ ସହ ଯୋଗଭ୍ୟାସ କଲେ ଏଥିରୁ ମୁକ୍ତି ମିଳିବ। ଦେଖନ୍ତୁ ଆମର ଏହି ସ୍ୱାସ୍ଥ୍ୟଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #yoga #yogaclass #healthylifestyle #controlbloodsugar #bloodpressure #yogaforhealth #odisha #OdishaReporter

Комментарии

Информация по комментариям в разработке