ଓଡ଼ିଆ ଉପନ୍ୟାସରେ ଇତିହାସର ସ୍ଵର

Описание к видео ଓଡ଼ିଆ ଉପନ୍ୟାସରେ ଇତିହାସର ସ୍ଵର

ଓଡ଼ିଆ ଉପନ୍ୟାସରେ ଇତିହାସର ସ୍ଵର
"କେଉଁ ଉପନ୍ୟାସଟି ଅନ୍ୟ ତିନୋଟି ଉପନ୍ୟାସଠାରୁ ଭିନ୍ନ ?"
ବିବାସିନୀ
ବଳାଙ୍ଗୀ
ଲଛମା
ମୁକ୍ତାଗଡର କ୍ଷୁଧା
ଏହି ପ୍ରଶ୍ନର ଉତ୍ତର ଆଲୋଚନା ବେଳେ ‘ବଳାଙ୍ଗୀ’ ଉପନ୍ୟାସର ଔପନ୍ୟାସିକଙ୍କ ନାମ ଚକ୍ରଧର ମିଶ୍ର ପରିବର୍ତ୍ତେ ଚକ୍ରଧର ମହାପାତ୍ର ହେବ ।
ସେହିପରି ଲଛମା ଉପନ୍ୟାସର ପୂର୍ବବର୍ତ୍ତୀ ନାମ ଅପୂର୍ବ ମିଳନ ହେବ I


ସମ୍ପର୍କିତ ଆଜିର ସିଧା ପ୍ରସାରଣରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ଏହାପରେ ପ୍ରଶ୍ନୋତ୍ତର ଆଲୋଚନା କରାଯିବ । ଆଲୋଚନାଟି ଓଡ଼ିଆ ନେଟ, ସିଭିଲ ସର୍ଭିସ, ଓଭିଏଏସ୍ ପରୀକ୍ଷାର୍ଥୀଙ୍କ ନିମନ୍ତେ ସହାୟକ ହେବା ସହ ଭାଷା ଓ ସାହିତ୍ୟପ୍ରେମୀଙ୍କ ନିମନ୍ତେ ଉପଯୋଗୀ ହେବ।

ଯଦି ଆପଣ କୌଣସି ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ପରୀକ୍ଷାନିମନ୍ତେ ପ୍ରସ୍ତୁତ ହେଉଛନ୍ତି ତେବେ ମାତୃ ଏକାଡ଼େମୀ, ଓଡ଼ିଆ ବିଭାଗ ଆପଣଙ୍କ ସହ ରହିଛି ।
ଯୁକ୍ତ ତିନି , ଓଡ଼ିଆ ସମ୍ମାନ, ଓଡ଼ିଆ ସ୍ନାତକୋତ୍ତର,ସିଭିଲ ସର୍ଭିସ(ଓଡ଼ିଆ ମୁଖ୍ୟପତ୍ର ଓ ବାଧ୍ୟତାମୂଳକ ପତ୍ର ),ଓଡ଼ିଆ ନେଟ୍, ପି. ଜି ପ୍ରବେଶିକା,ଏମ. ଆଇ. ଏଲ ଓଡ଼ିଆ ଯୁକ୍ତ ଦୁଇ,ଏମ. ଆଇ.ଏଲ ଓଡ଼ିଆ (ବିଦ୍ୟାଳୟ ସ୍ଥରୀୟ ) ଇତ୍ୟାଦି ପରୀକ୍ଷାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ ଓ ନିମ୍ନସ୍ଥ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଆମସହ ଯୋଡ଼ି ହୁଅନ୍ତୁ ।

ଆମର ୱେବସାଇଟ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
Website: https://matruacademy.com/
ଆମର ୟୁ ଟ୍ୟୁବ ଚ୍ୟାନେଲ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
   / @matruacademy  
ମାତୃ ଏକାଡେମିର ଓଡ଼ିଆ ବିଭାଗର WhatsApp ଗ୍ରୁପ୍ ସହ ସଂଯୁକ୍ତ ହେବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ।
https://chat.whatsapp.com/HdSG92JOi9T...
ରେଜିଷ୍ଟ୍ରେସନ ପର୍ମ https://forms.gle/GHCbgF2iPuusz2P26

Комментарии

Информация по комментариям в разработке