ମାଛ ମାଂସ ଖାଇବା ପାପ ନା ପୁଣ୍ୟ? ପ୍ରକୂତ ସତ୍ୟ ଜାଣନ୍ତୁ | ଶ୍ରୀମଦ ଭାଗବତ ଗୀତା | Chintana TV

Описание к видео ମାଛ ମାଂସ ଖାଇବା ପାପ ନା ପୁଣ୍ୟ? ପ୍ରକୂତ ସତ୍ୟ ଜାଣନ୍ତୁ | ଶ୍ରୀମଦ ଭାଗବତ ଗୀତା | Chintana TV

ମାଛ ମାଂସ ଖାଇବା ପାପ ନା ପୁଣ୍ୟ? ପ୍ରକୂତ ସତ୍ୟ ଜାଣନ୍ତୁ | ଶ୍ରୀମଦ ଭାଗବତ ଗୀତା | Chintana TV


#motivation
#krishnavani
#krishnamotivation
#krishnamotivationalspeech
#geetagyan
#religion
#chintanatv


About this video -
ବନ୍ଧୁଗଣ ସଂସାରରେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ | ସେଥିପାଇଁ ମନୁଷ୍ୟ ମଧ୍ୟରେ ସ୍ୱୟଂ ଭଗବାନ ବାସ କରନ୍ତି | ଏପରିକି ସଂସାରର ସମସ୍ତ ପ୍ରାଣୀ ଙ୍କ ମଧ୍ୟରେ ବି ଭଗବାନ ବିଦ୍ୟମାନ | ଭଗବାନ ଙ୍କ ସୃଷ୍ଟି ଅନୁସାରେ ପୃଥିବୀ ର ସକଳ ଜୀବଜଗତ
ନିଜ ନିଜର କର୍ମ କରିବା ସହିତ ନିଜର ଉଚିତ ଖାଦ୍ୟ ମଧ୍ୟ ଖାଇଥାନ୍ତି | ଶାକାହାରୀ ପ୍ରାଣୀ ଶାକାହାର ଭୋଜନ କରୁଥିବା ବେଳେ ମାଂସାସୀ ପ୍ରାଣୀ ମାଂସ ଭୋଜନ କରିଥାନ୍ତି | କିନ୍ତୁ ମନୁଷ୍ୟ ଏଥିରେ ବ୍ୟତିକ୍ରମ କରିଥାଏ ଏବଂ ଶାକାହାରୀ ପ୍ରାଣୀ ହୋଇ ମଧ୍ୟ ମାଂସ ଭକ୍ଷଣ କରିଥାଏ | ତେଣୁ ମନୁଷ୍ୟ ପକ୍ଷେ ମାଛ ମାଂସ ଖାଇବା କେତେ ଦୂର ଯଥାର୍ଥ ଏବଂ ମାଛ ମାଂସ ଖାଇବା ପାପ ନା ପୁଣ୍ୟ ତାହା ଏହି ଭିଡ଼ିଓ ଦେଖିଲେ ଆପଣ ସହଜରେ ବୁଝିପାରିବେ |



🌹🌹🌹🌹Thanks for Watching 🌹🌹🌹🌹

Комментарии

Информация по комментариям в разработке