SRI JAGANNATH SAHASRANAMA ଶ୍ରୀ ଜଗନ୍ନାଥ ସହସ୍ରନାମ | Namita Agrawal | Sidharth Music

Описание к видео SRI JAGANNATH SAHASRANAMA ଶ୍ରୀ ଜଗନ୍ନାଥ ସହସ୍ରନାମ | Namita Agrawal | Sidharth Music

Album: Shree Jagannatha Sahasra Nama
Singer: Namita Agrawal
Video Artiste: Namita Agrawal
Music Director: Prem Anand
Lyrics: Traditional
Video Director: Bharati Krushna
Producer: Sitaram Agrawal
Music Label: Sidharth Music
------------------------------------------------------
♪ Full Song Available on ♪
►JioSaavn : https://bit.ly/35FkUxe
►Wynk : https://bit.ly/3nJOc3N
►Gaana : https://bit.ly/3bOxkX8
►Apple Music :
►Amazon Music : https://amzn.to/2LCmfOr
►Spotify :
►Resso :
------------------------------------------------------
ଶ୍ରୀ – ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ, ଐଶ୍ୱର୍ଯ୍ୟ, ବିଭବ, ଆଲୋକ । ସେ ଭକ୍ତି, ପ୍ରୀତି ଓ ଶୋଭା ପ୍ରଦାୟିନୀ ଶକ୍ତି । ସେ ଜଗନ୍ମୟ ଜ୍ୟୋତି ସ୍ୱରୂପ, ସେ ସର୍ବ ପ୍ରକାଶ୍ୟ, ସେ ହିଁ ପଥ ପ୍ରଦର୍ଶକ
ଜ – ‘ଜ’ର ଅର୍ଥ ଉତ୍ପତ୍ତି, ବିଷ୍ଣୁ, ପିତାମାତା, ତେଜଃ । ସକଳ ସୃଷ୍ଟିର କାରଣ ହେଉଛନ୍ତି ଭଗବାନ ଜଗନ୍ନାଥ । ସର୍ବ ଦେବତା ତାଙ୍କଠାରୁ ସୃଷ୍ଟି । ସେ ବେଦ, ମନ୍ତ୍ର, ଯୋଗ, ଜ୍ଞାନ ଆଦିର ଉତ୍ପତ୍ତିସ୍ଥଳ । ସେ ହିଁ ଆରାଧ୍ୟ ଦେବତା ବିଷ୍ଣୁ, ସେ ହେଉଛନ୍ତି ସକଳ ପ୍ରାଣୀ ଜଗତର ପିତାମାତା । ସେ ସଂସାରର ସର୍ବକାରିଣୀ ଶକ୍ତିରୂପେ ବିଦ୍ୟମାନ ।
ଗ – ‘ଗ’ର ଅର୍ଥ ଗଗନ, ସ୍ୱର୍ଗ, ଗୁରୁ । ଅର୍ଥାତ୍ ସେ ହେଉଛନ୍ତି ଅନନ୍ତ, ସାଗର ପରି ଗଭୀର, ଗୋଲାପ ପରି କୋମଳ । ସେ ସମସ୍ତଙ୍କର ଗୁରୁ, ତାଙ୍କର ଶ୍ରୀଚରଣ ତଳେ ଆଶ୍ରୟ ପାଇବା ସମସ୍ତଙ୍କର କାମ୍ୟ ।
ନ୍ନା(ନ) – ‘ନ’ ର ଅର୍ଥ ନିରାକାର, ନିର୍ବିକାର, ଅବିନାଶୀ, ସ୍ଥାନାତୀତ, ନିର୍ମାୟା, ନିରୀହ, ନିର୍ମଳ । ନିରାକାର, ନିର୍ଗୁଣ, ନିତ୍ୟ, ଅବିନାଶୀ ପରମାତ୍ମା ପରମେଶ୍ୱରଙ୍କର ସାକାର, ସଗୁଣ ସ୍ୱରୂପ ହିଁ ଶ୍ରୀଜଗନ୍ନାଥ ।
ଥ – ‘ଥ’ର ଅର୍ଥ ପର୍ବତ, ଭୟତ୍ରାତା, ମଙ୍ଗଳ, ରକ୍ଷଣ । ସେ ଅଜେୟ, ଅନାଥର ନାଥ, ଭୟ ନାଶକ, ସର୍ବ ମଙ୍ଗଳକାରକ । ସେ ଦ୍ରୌପଦୀଙ୍କର ମାନ ରକ୍ଷଣ, ଗଜ ଉଦ୍ଧାରଣ ପରି ସମସ୍ତଙ୍କର ଦୁଃଖ ଦୂର କରନ୍ତି ।
------------------------------------------------------
For Caller Tune : Operator Codes :
Vodafone Subscribers Dial 53712805863
Airtel Subscribers Dial 5432111260884
Idea Subscribers Dial 567891346803
BSNL (South / East) Subscribers sms BT 1346803 To 56700
------------------------------------------------------
"Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I

#SidharthMusic #SidharthTV #SitaramAgrawal #NamitaAgrawal

Комментарии

Информация по комментариям в разработке