Kalijai Song - Bapa Ghara Khela Sarigala Gahani ବାପ ଘର ଖେଳ - ଜାଇର କରୁଣ କାହାଣୀ | Gita Dash| Sidharth

Описание к видео Kalijai Song - Bapa Ghara Khela Sarigala Gahani ବାପ ଘର ଖେଳ - ଜାଇର କରୁଣ କାହାଣୀ | Gita Dash| Sidharth

"ବାପ ଘର ଖେଳ" ଜାଇ ଓ ତାର ବାପାଙ୍କ କରୁଣ କାହାଣୀ ଉପରେ ଆଧାରିତ ।
ମା କାଳୀ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଛଳର ଜଣେ ସାଧାରଣ ଝିଅ ଥିଲା । ଯିଏକି କୈାଣସି ସମୟରେ ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ବୀପ ପାରିକୁଦକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖୀନ ହୋଇଥିଲା । ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା । ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ , ମାତ୍ର ଜାଇର କୈଣସି ପତ୍ତା ମିଳିନଥିଲା । ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ବାରା ନିର୍ମାଣ ହୋଇଥିଲା । ଏହା ପରଠୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି ।


Song : Bapa Ghara Khela
Singer : Gita Dash
Lyrics : Jgannath Panda
Music Director : Puratana
Video Artist :
Album : Bapa Ghara Khela
Album No : SM - 3251
Music Label : Sidharth Music
--------------------------
--------------------------
♪ Full Song Available on ♪
JioSaavn :
Wynk :
Gaana :
Apple Music :
Amazon Prime Music :
iTunes :
Spotify :











------------------------------------------------------------------------
#sidharthbhaktishorts
#SidharthTV #NamitaAgrawal #SidharthMusic #OdiaAgana #SitaramAgrawal #odiabhajan #odiasong #jayjagannathtv

Комментарии

Информация по комментариям в разработке