Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ଐତିହ୍ୟସିକ ଭୁବନ ବଳଦ ଯାତ୍ରା ୨୦୨୪ (balada jatara Bhuban)

  • Bikash Kumar nayak
  • 2024-10-14
  • 924
ଐତିହ୍ୟସିକ ଭୁବନ ବଳଦ ଯାତ୍ରା ୨୦୨୪ (balada jatara Bhuban)
  • ok logo

Скачать ଐତିହ୍ୟସିକ ଭୁବନ ବଳଦ ଯାତ୍ରା ୨୦୨୪ (balada jatara Bhuban) бесплатно в качестве 4к (2к / 1080p)

У нас вы можете скачать бесплатно ଐତିହ୍ୟସିକ ଭୁବନ ବଳଦ ଯାତ୍ରା ୨୦୨୪ (balada jatara Bhuban) или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ଐତିହ୍ୟସିକ ଭୁବନ ବଳଦ ଯାତ୍ରା ୨୦୨୪ (balada jatara Bhuban) бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ଐତିହ୍ୟସିକ ଭୁବନ ବଳଦ ଯାତ୍ରା ୨୦୨୪ (balada jatara Bhuban)

#balada_jatara
#bikash_kumar_nayak #bhuban
#dhasara #dhasarafestival #Dasara_Vidio

ଭୁବନ ଦଶହରାର ଏପାଖ ସେପାଖ
୧୬ ଘଣ୍ଟା ଯାତ୍ରା ର ୨୪ କଥା...
ଭୁବନତା ୧୫.୧୦.୨୪ (ପୂର୍ଣ୍ଣ ଚନ୍ଦ୍ର ସାହୁ)
ଶାରଦୀୟ ଦୁର୍ଗାପୂଜା ବା ଦଶହରା ଯାତ୍ରା ଚଳିତ ବର୍ଷ ବଡ ଧୁମ୍ ଧାମରେ ସମାପନ ହୋଇଛି । ୩୧ଟି ବଳଦ ୨ଟି ଷଣ୍ଢ ଯାତ୍ରାରେ ସାମିଲ ହୋଇଥିଲେ। ୨ ଦିନର ଯାତ୍ରା ଶୃଙ୍ଖଳାର ସହ ଶେଷ ହୋଇଛି । ୨ୟ ଦିନ ସନ୍ଧ୍ୟାରେ ରାବଣପୋଡ଼ି ନିର୍ଦ୍ଧିଷ୍ଟ ସମୟରେ ଶେଷ ହୋଇଛି। ସେହି ସମୟରେ ନୂଆ ଭୁବନ ବଳଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସନ୍ଧ୍ୟା ୮ଟାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ୧୬ ଘଣ୍ଟା ପରେ ମା ବଣିଜାରି ଙ୍କ ପୀଠରେ ମେଲଣ ପରେ ଶେଷ ହୋଇଛି ।
ଦଶମୀ ଦିନ ଵିଧି ମୁତାବକ ଥୋରିଆସମାଜ ପକ୍ଷରୁ ମେରୀ ବନ୍ଦନା , ଗଡିଶ ମାଛ ଅନୁକୂଳ, ଦାନୀଘରେ ବନ୍ଧୁଗୁଆ , ଗୋପାଳପୁରରେ ଲୁଣମାପ ,ଦଶହରା ପଡିଆ ମାଟିକୁ ପ୍ରଣାମ କରି ଛତିଶ ପାଟକ ଭାଇଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯାତ୍ରା ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ୨ଦିନ ବଳଦ ଯାତ୍ରା ରୋଚକ ବିଷୟକୁ ନେଇ ଏପାଖ ସେପାଖ .......

୧.ପ୍ରଶାସନ କଠୋର ... ଗାଡ଼ିରେ ଲାଗିଛି ଡି ଜେ ଷ୍ଟିକର । ଫୋଟ ପହଞ୍ଚିଛି ଏସ ପି ଙ୍କ ପାଖର । କମିଟି କହିଛି ବାଜିବନି ଡି.ଜେ. । ଯଦିରେ ଅଟଳ ପ୍ରଶାସନ । ଚଳିତବର୍ଷ ବିଶ୍ଵପ୍ରସିଦ୍ଧ ଭୁବନ ବଳଦଯାତ୍ରାରେ ଡି ଜେ ବନ୍ଦ ପାଇଁ ଆହ୍ବାନ ଦେଇଥଲା ନାୟକ ସାହି କମିଟି। ସମ୍ପୁର୍ଣ୍ଣ ଭାବରେ ବେଆଇନ ଘୋଷଣା କରିଥିଲେ ଉପଜିଲ୍ଲାପାଳ। ଅନେକ କମିଟି ମାନିଛନ୍ତି । ହେଲେ ବଳଦିଆ କମିଟି ଛୋଟ ପିକ ଅପ ଗାଡ଼ିରେ ଅଳ୍ପ ମେସିନ ଲଗାଇ ଜଗନ୍ନାଥ ମଣ୍ଡପ ନିକଟରେ ରଖିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା କରି ବାହାରିଲା ବେଳକୁ ମାଡ଼ି ବସିଲା ପୋଲିସ । ବଳଦିଆ କମିଟି ର ବଳଦ ଯାତ୍ରାରେ ସାମିଲ ନ ହୋଇ ମନ କଷ୍ଟରେ ପ୍ରଥମ ଦିନ ଯାତ୍ରା ରେ ସାମିଲ ହୋଇ ନଥିଲେ । ବହୁ ବୁଝା ସୂଜା ପରେ ୨ଦିନଯାତ୍ରାରେ ସାମିଲ ହୋଇଥିଲେ।

୨.ମା ବଣିଜାରି ଗୁହାରି ଶୁଣିଲେ

ଭୁବନର ଗ୍ରାମ ଦେବତୀ ମା ବଣିଜାରିଙ୍କ ପୀଠରେ ଥୋରିଆ ସମାଜର ମୂରବୀ ଯୁବକ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ। ଅନୁକୂଳ ଯାତ୍ରା ସୁରୁଖୁରୁରେ ହେଉ । ଯାହା ଶୁରୁଖୁରୁରେ ହୋଇଛି ।

୩.ତୃତୀୟାଦେବଙ୍କୁ କମ ଅନୁକୂଳ

କଚରା ସମାଜ ଦ୍ଵାରା ନିର୍ମିତ ଶ୍ରୀତୃତୀୟାଦେବ ମନ୍ଦିରରେ ସମସ୍ତ ବଳଦିଆ କମିଟିର ସଦସ୍ୟଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଜଗନ୍ନାଥ ନିକଟ କମ ଅନୁକୂଳ କରି ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ ।

୪.ନଗରପାଳଙ୍କୁ ବଧାଇ
ଯୁବ ନଗରପାଳଙ୍କ ଅବିରତ ପ୍ରଚେଷ୍ଟାକୁ ଧନ୍ୟବାଦ ଦିଆଯାଇଛି । ସଂପୂର୍ଣ୍ଣ ଯାତ୍ରାରେ ଉପସ୍ଥିତ ରହି ଯାତ୍ରାକୁ ନିୟନ୍ତ୍ରଣ କରିଥିଲେ । କିଛି ନୂଆ କରି ଦେଖାଇବାକୁ ପ୍ରଚେଷ୍ଟା ଜାରି ରଖିଥିବା ଯୁବ ନଗରପାଳ ରାତି ସାରା ନିଜେ ଅନିଦ୍ରା ରହି ନିଜର ସହକର୍ମୀ ଙ୍କ ସହ ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରାଇଥିବାରୁ ପ୍ରଶାସନ ବି ହାର ମାନିଛ ।

୫.ଭଡାରେ ବଳଦ
ପୂର୍ବରୁ ଭୁବନରେ ପ୍ରାଣୀ ଗଣନା ଅନୁଯାୟୀ ହଜାରରୁ ଉର୍ଦ୍ଧ ସଂଖ୍ୟାରେ ହଳ ଥିଲା । ବଳଦ ଥିଲେ । ଏବେ ହାତଗଣତି ୫୦ବଳଦ ମିଳୁନି । ଫଳରେ ହୃଷ୍ଟ ପୃଷ୍ଟ ବଳଦ ପାଇଁ ସ୍ଥଳ ବିଶେଷରେ ବଳଦ ପାଞ୍ଚ ରୁ ଦଶହଜାର ଟଙ୍କାରେ ଭଡାରେ ଅଣାଯାଉଛି ।

୬.ଇତିହାସ ବଖାଣିଲା ତୃପ୍ତି ପାଠାଗାର
ଦଶରା ବଳଦ ଯାତ୍ରା ଫୋଟ ଗ୍ୟାଲେରୀ ଉଦ୍ଘାଟନ। ଏସିଆ ମହାଦେଶ ମହାଦେଶର ପ୍ରସିଦ୍ଧି ଲାଭ କରିଥିବା ବଳଦ ଯାତ୍ରା ର ୪୦ବର୍ଷ ର ଫଟୋ ଗ୍ୟାଲେରୀ କୁ ଉଦ୍ଘାଟନ କରାଯାଇଛି। ତୃପ୍ତି ପାଠାଗାର ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ଭୁବନ ଦଶହରା ବଳଦ ଯାତ୍ରା ଶାନ୍ତି କମିଟି ସଭାପତି ଦିଲ୍ଲୀପ କୁମାର ଦାସ ଉଦ୍ଘାଟନକରିଥିଲେ। କଂଗ୍ରେସ ନେତା ପ୍ରଭୁଦତ ଭଟ୍ଟ, ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ ଉପସ୍ଥିତ ଥିଲେ । ସନ୍ଧ୍ୟାରଣି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

୭ ଟୋପି କୁଲା ନିଅ ପିଠା ଦିଅ
ଅନୁକୂଳ ଯାତ୍ରା ପରଦିନ ଟୋପି କୁଲା ଧରି ବୁଲି ଥାନ୍ତି କୁଟୀର ଶିଳ୍ପ କରିଥିବା ବ୍ୟକ୍ତି । ତେବେ ଟୋପି କୂଲା ବଦଳ ରେ ପିଠା ସଂଗ୍ରହ କରନ୍ତି ।

୮ନବୀନ କ୍ରେଜ୍ ସାଥୀ କୁ ବିଜେପି ଝଣ୍ଡା

ଶୋଭାଯାତ୍ରାରେ ଟୋକା ମାନେ ନବୀନ ବାବୁ ଆମେ ତମ ପ୍ୟାନ ସାଙ୍ଗକୁ ଚ୍ୟାଲେଞ୍ଜ କରି ବିଜେପି ପତାକା ଧରି ନାଚୁଥିବା ଦେଖାଯାଇଛି ।

୯. ୧୬ ଘଣ୍ଟା ର ଶୋଭାଯାତ୍ରା
ନିଜ ମଣ୍ଡପ ରୁ ସନ୍ଧ୍ୟାରେ ବାହାରିଥିବା ଶୋଭାଯାତ୍ରା ଘରେ ପହଞ୍ଚିଲା ବେଳକୁ ୧୬ ଘଣ୍ଟା ଲାଗିଥିଲା ।

୧୦. ପାଣି ଜାହାଜ ମନ ମୋହିଲା
ପ୍ରତିବର୍ଷ ନୂଆ କୌଶଳ ରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରି ଭୁବନବାସି ଙ୍କ ମନ କିଣୁ ଥିବା ବଡ଼ହାଟ ବଳଦ ଯାତ୍ରା କମିଟି ପକ୍ଷରୁ ପାଣି ଜାହାଜ କୁ ଭୁବନ ର ଗଳିକନ୍ଧି ରେ ବୁଲାଇ ପାରିଥିଲେ । ବଡାହାଟ ପାଣି ଜହାଜରେ ଦିଗବନ୍ତ ମହାନ ଆତ୍ମା ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଭୁବନ ଦଶହରା ବା ଅନୁକୂଳ ଯାତ୍ରାର ମୁଖ୍ୟ ଆକର୍ଷଣ ।।।।

୧୧. ଅରାସାହି କୃଷିଜାତ ସାମଗ୍ରୀ
ଭୁବନ ଅରାସାହି ବଳଦିଆ କମିଟି ପକ୍ଷରୁ କୃଷି କୃଷକଙ୍କ ସମ୍ମାନାର୍ଥେ ପ୍ରଜ୍ଞାପନ ମେଢ଼ ବି ଦର୍ଶକ ଙ୍କୁ ଆକର୍ଷିତ କରିଥିଲା ।

୧୨. ନୂଆ ଭୁବନ ଗୋପାଳ ସାହି
ଏହି ସାହି ର ଘୋଡ଼ା ନାଚ, ଗୋଟିପୁଅ ନୃତ୍ୟ ବି ଚିକର୍ଷକ୍ ହୋଇ ପାରିଛି।

୧୩ ପ୍ରଥମ ଥର ମେଲଣ... କାଳୀ ବଜାର ଠାରେ ପ୍ରଥମ ଥର ଦୁର୍ଗା ମେଲଣ ଦିନ ୪ରୁ ଆରମ୍ଭ ହୋଇଥିଲା। ଆଗାମୀ ଦିନରେ ଏହି ମେଲଣ କାର୍ଯ୍ୟକ୍ରମ କୁ ଆହୁରି ଚିତାକର୍ଶକ କରାଯିବ ବୋଲି ଯାତ୍ରା କମିଟି ସଭାପତି ଦିଲ୍ଲୀପ ଦାସ କହିଛନ୍ତି ।

୧୪. ଅସ୍ଥାୟୀ ପୁଷ୍କରିଣୀ କାମ ରେ ଲାଗୁନି
ଭୁବନ ଏନ୍ ଏ ସି ପକ୍ଷ ରୁ ବିସର୍ଜନ ନିମନ୍ତେ କରାଯାଉ ଥିବା ଅସ୍ଥାୟୀ ପୋଖରୀ ରେ ଗୋଟିଏ ହେଲେ ମେଢ଼ ବିସର୍ଜିତ ହୋଇ ନଥିଲେ ।

୧୫. ମିଳିଲାନି ଜଳ ୧୬ ଘଣ୍ଟା ଅନ୍ଧାର
ଶୋଭାଯାତ୍ରା ରେ ଘରେ ଘରେ ବନ୍ଧୁ ବାନ୍ଧବ ଙ୍କ ଭିଡ ଲାଗିଥିଲା। କିନ୍ତୁ ସକାଳୁ ସକାଳୁ ପାଣି ମିଳିନଥିଲା। ଯାତ୍ରା ପରିକ୍ରମା ମାର୍ଗ ରେ ବିଦ୍ୟୁତ୍ ବିଭାଗ ର ବିକଳ୍ପ ବ୍ୟବସ୍ଥା ନଥିବାରୁ ଗ୍ରାମବାସି ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଥିଲେ ।୧୬ କାମ ଦେଲାନି ଫାଷ୍ଟ କମ୍ ଫାଷ୍ଟ... ଭୁବନ ର ୧୩ ମେଢ଼ ଦୁର୍ଗା କାଳୀ ବଜାର ରେ କ୍ରମାନ୍ୱରେ ରେ ଧାଡ଼ି କି ଧାଡ଼ି ଠିଆ ହୋଇଥିଲେ। କିନ୍ତୁ ପ୍ରଥମେ ଠିଆ ହୋଇଥିବା କ୍ଲାସିକ କ୍ଲବ ମେଢ଼ କୁ ପ୍ରଥମେ ଯିବାକୁ ଦିଆ ନଯିବାରୁ ସେହି ମେଢ଼ କୁ ଯାତ୍ରା ରୁ ବାହାର କରି ନିଆ ଯାଇଥିଲା।

୧୬ମୋବାଇଲ ପାଗେଲିକୁ ଓଲଟା ତଙ୍ଗାଇଯେଲେ

ଯୁବ ପୀଢ଼ି ମୋବାଇଲ ରେ ଏତେ ଅଭ୍ୟସ୍ତ ଅନ୍ୟ କୌଣସି କାର୍ଯ୍ୟ ରେ ମନ ଲାଗନ୍ତି ନାହିଁ। ଫଳରେ ଜୀବନ ନଷ୍ଟ ହୁଏ। ପରିବାର ଲୋକ ଓଲଟି ଲଟକାଇ ଥିବା ଦଣ୍ଡ ବିଧାନ ଦେଖାଯାଇଥିଲା ।

୧୭ ଏକାଗ୍ରତା ନା ବଧ୍ୟାବଧକତା

ଶୋଭାଯାତ୍ରା ରେ ଦେଖିଲୁ ମୟୂର ଭଞ୍ଜ ର ଲୋକ ନୃତ୍ୟଦଳ ରେ ଆସିଥିବା ଜଣେ ମହିଳା ନିଜ ୪ ମାସ ର ଶିଶୁ କନ୍ୟା କୁ ସାଥୀ ରେ ଧରି ବାଦ୍ୟ ର ତାଳେ ତାଳେ ନାଚୁଥିବାର। ପ୍ରତି ଅଧାଘଣ୍ଟା ରେ ରାସ୍ତା କଡ଼ ରେ ଶିଶୁ ଟିକୁ ସ୍ତନ୍ୟ ପାନ କରାଇବାର। ମାତୃ ଶକ୍ତି ର ଏଭଳି ଏକାଗ୍ରତା କୁ ସଲାମ।

Комментарии

Информация по комментариям в разработке

Похожие видео

  • Путин готовит мобилизацию? Зеленский готовит переговоры. Мишустин и дыра в бюджете | Утро
    Путин готовит мобилизацию? Зеленский готовит переговоры. Мишустин и дыра в бюджете | Утро
    Трансляция закончилась 4 часа назад
  • АвтоВАЗ лежит. Заводы России загибаются. Выбора нет: ЦБ печатает деньги. Когда упадет рубль. БЛАНТ
    АвтоВАЗ лежит. Заводы России загибаются. Выбора нет: ЦБ печатает деньги. Когда упадет рубль. БЛАНТ
    3 часа назад
  • Bhuban Balada Jatra 2024 || ଭୁବନ ପ୍ରସିଦ୍ଧ ଐତିହାସିକ ବଳଦ ଯାତ୍ରା ୨୦୨୪ || #bhubanbaladajatra #viralvideo
    Bhuban Balada Jatra 2024 || ଭୁବନ ପ୍ରସିଦ୍ଧ ଐତିହାସିକ ବଳଦ ଯାତ୍ରା ୨୦୨୪ || #bhubanbaladajatra #viralvideo
    1 год назад
  • Nagarakirtan Kaduabandi #bikashkumarnayak
    Nagarakirtan Kaduabandi #bikashkumarnayak
    10 дней назад
  • BHUBAN GANESH PUJA VASANI🕺🏻//ଏବର୍ଷ ଯାତ୍ରା ସବୁଠୁଁ ଭଲ ହେଇଛି 🥰.//18 ବର୍ଷ ଭିତରେ ଏମିତି କେବେ ହେଇନଥିଲା 😨😨
    BHUBAN GANESH PUJA VASANI🕺🏻//ଏବର୍ଷ ଯାତ୍ରା ସବୁଠୁଁ ଭଲ ହେଇଛି 🥰.//18 ବର୍ଷ ଭିତରେ ଏମିତି କେବେ ହେଇନଥିଲା 😨😨
    2 года назад
  • ⚡️ Авиаудар по скоплению военных || Новая страна вступила в войну
    ⚡️ Авиаудар по скоплению военных || Новая страна вступила в войну
    9 часов назад
  • ଶ୍ରୀ ରାମ ରାମ ରେ ଗବିନ୍ଦ ରାମ || Bathudi Culture Changu Dance || Changu Nacho || Mayurbhanj || Odisha .
    ଶ୍ରୀ ରାମ ରାମ ରେ ଗବିନ୍ଦ ରାମ || Bathudi Culture Changu Dance || Changu Nacho || Mayurbhanj || Odisha .
    3 месяца назад
  •  ଭଣଜାଙ୍କୁ ଖିରି ଖୁଆଇ କଣ କହିଲେ ମାଇଁ / Rupa Pin2 Khushi
    ଭଣଜାଙ୍କୁ ଖିରି ଖୁଆଇ କଣ କହିଲେ ମାଇଁ / Rupa Pin2 Khushi
    9 часов назад
  • США недовольны: встреча с Ираном закончилась ничем
    США недовольны: встреча с Ираном закончилась ничем
    2 часа назад
  • РФ жёстко ответила Западу / Заявление о поражении в войне с Москвой
    РФ жёстко ответила Западу / Заявление о поражении в войне с Москвой
    11 часов назад
  • Pua Ku Lagichi Reels Bhuta // New Odia Comedy Full Video 4K // Sanumonu // Ama Toka
    Pua Ku Lagichi Reels Bhuta // New Odia Comedy Full Video 4K // Sanumonu // Ama Toka
    1 год назад
  • 🔴 СРОЧНО ПЕРЕГОВОРЫ США-ИРАН: КТО СДАЛСЯ? #новости #одиндень
    🔴 СРОЧНО ПЕРЕГОВОРЫ США-ИРАН: КТО СДАЛСЯ? #новости #одиндень
    8 часов назад
  • ଅଷ୍ଟପ୍ରହରୀ ସକାଳ ପ୍ରଭାତୀ କାଦୁଅବନ୍ଦୀ 🙏
    ଅଷ୍ଟପ୍ରହରୀ ସକାଳ ପ୍ରଭାତୀ କାଦୁଅବନ୍ଦୀ 🙏
    13 дней назад
  • ନଗରକିର୍ତ୍ତନ ଗନ୍ଦାପାଳ ଗ୍ରାମରେ
    ନଗରକିର୍ତ୍ତନ ଗନ୍ଦାପାଳ ଗ୍ରାମରେ
    2 недели назад
  • ‼️СРОЧНО! НОВЫЙ ПРОРЫВ ГРАНИЦЫ! ВСУ ПОШЛИ ВПЕРЁД: ТАМ ИХ НЕ ЖДАЛИ! АТАКА НА ФРАНЦИЮ| НОВОСТИ СЕГОДНЯ
    ‼️СРОЧНО! НОВЫЙ ПРОРЫВ ГРАНИЦЫ! ВСУ ПОШЛИ ВПЕРЁД: ТАМ ИХ НЕ ЖДАЛИ! АТАКА НА ФРАНЦИЮ| НОВОСТИ СЕГОДНЯ
    2 часа назад
  • Bhuban famous balada jatra 2024!! Durga puja bhasani 2024 in Bhuban!! Maza asi gala!!
    Bhuban famous balada jatra 2024!! Durga puja bhasani 2024 in Bhuban!! Maza asi gala!!
    1 год назад
  • କଣ ପାଇଁ ଏମିତି ହେଲା / Rupa Pin2 Khushi
    କଣ ପାଇଁ ଏମିତି ହେଲା / Rupa Pin2 Khushi
    1 час назад
  • Ультиматум США Зеленскому / Капитуляция Украины
    Ультиматум США Зеленскому / Капитуляция Украины
    21 час назад
  • 💥КРУТИХИН: ВСЕ ТОЛЬКО НАЧИНАЕТСЯ! Газ Кремля УКРАЛИ. Китай ВЫКУПИЛ все места добычи. РФ КИНУЛИ
    💥КРУТИХИН: ВСЕ ТОЛЬКО НАЧИНАЕТСЯ! Газ Кремля УКРАЛИ. Китай ВЫКУПИЛ все места добычи. РФ КИНУЛИ
    5 часов назад
  • 8th Annual Temple Festival, Kaduabandi #bikashkumarnayak
    8th Annual Temple Festival, Kaduabandi #bikashkumarnayak
    5 дней назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com