ମିଛ କହିଥିଲା BJD, ପ୍ରମାଣ କରି ସତ ଧରାଇବ BJP || Ratna Bhandar Key || Puri Srimandir || Odisha Reporter

Описание к видео ମିଛ କହିଥିଲା BJD, ପ୍ରମାଣ କରି ସତ ଧରାଇବ BJP || Ratna Bhandar Key || Puri Srimandir || Odisha Reporter

ରତ୍ନଭଣ୍ଡାର ଚାବିକୁ ନେଇ କିଏ ଖେଳୁଥିଲା ? କାହିଁକି ଖୋଲିବାକୁ ପଛଘୁଞ୍ଚା ଦେଉଥିଲା ତତ୍କାଳୀନ ବିଜେଡି ସରକାର ? ଏପରିକି ଚାବି ନମିଳିବା, ଡୁପ୍ଲିକେଟ ଚାବି କଥା କାହିଁକି ଉଠିଥିଲା ? କାହିଁକି ଏକଥା କୁହାଯାଇଥିଲା, କିଏ କୁହାଇଥିଲା, ଆଗାମୀ ଦିନରେ ତା ଉପରେ ନିଶ୍ଚିତ ତର୍ଜମା ହେବ ବୋଲି ଆଇନମନ୍ତ୍ରୀ କହିବା ପରେ ବିଜେଡିର ପିଳେହି ପାଣି। ସରକାରଙ୍କ ପ୍ରାଥମିକତା ରତ୍ନଭଣ୍ଡାର ଖୋଲିବା ନେଇ ଥିଲା।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #atnabhandar #bjd #duplicatekey #ratnabhandarissue #odisha #OdishaReporter

Комментарии

Информация по комментариям в разработке