ମାଟି ତ କାନ୍ଦୁଛି ଆମେ ଛାର ମଣିଷ...|| Kerala Landslide || Wayanad Rescue Operation Continues || OR

Описание к видео ମାଟି ତ କାନ୍ଦୁଛି ଆମେ ଛାର ମଣିଷ...|| Kerala Landslide || Wayanad Rescue Operation Continues || OR

#ମାଟି_ତ_କାନ୍ଦୁଛି
#ଆମେ_ଛାର_ମଣିଷ
ହାତରେ ଖଣ୍ଡେ ବାଡି ଧରି ପାହାଡ ଉପରୁ ଏହି ପାହାଡରୁ ହିଁ ଖସି ପଡିଥିଲା ମୃତ୍ୟୁର ମାଟି ପିଣ୍ଡୁଳା । ଏହି ପଥର ଖଣ୍ଡ ଚାପିଦେଇଛି ରାତିରେ ଶୋଇଥିବା ଅନେକ ନିଦୁଆ ମଣିଷଙ୍କୁ । ଏଇ ମାଟିତଳେ କବର ନେଇଯାଇଛନ୍ତି ଅସଂଖ୍ୟ ନିଜର ମଣିଷମାନେ । ପାହାଡର ପାଦତଳେ ଚାପି ହୋଇରହିଥିବା ଗଳିତ ଶବ ମାନେ ଏବେ ବି ମୃତ୍ୟୁର କାରଣ ପଚାରୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#Odisha #OdishaReporter #WayanadLandslide #WayanadDisaster #WayanadTragedy #KeralaLandslide
#Wayanad
#RescueOperation
#Landslide
#NaturalDisaster
#Kerala
#WayanadRescue
#EmergencyResponse
#DisasterRelief
#StaySafe

Комментарии

Информация по комментариям в разработке