Unique Marriage :ସିନ୍ଥି ଖୋଜୁଥିଲା ସିନ୍ଦୂର, ସାଥୀ ମିଳିଗଲା ସାତ ଜନମର |Tribal Girl Marries Dibyang Man |OR

Описание к видео Unique Marriage :ସିନ୍ଥି ଖୋଜୁଥିଲା ସିନ୍ଦୂର, ସାଥୀ ମିଳିଗଲା ସାତ ଜନମର |Tribal Girl Marries Dibyang Man |OR

ଯଦି ଜୀବନ ପାଇଁ ନିଶ୍ୱାସ, ତାହେଲେ ବଞ୍ଚିବା ପାଇଁ ବିଶ୍ୱାସ ନିହାତି ଦରକାର। ଆଉ ଏଠି ବି ସେହି ବିଶ୍ୱାସ ଦୁଇ ଜଣଙ୍କୁ ସାତ ଜନ୍ମ ପାଇଁ ବାନ୍ଧି ଦେଇଛି। ଝିଅ ହାତରେ ଲାଲ ଚୁଡି ସହ ମୁଣ୍ଡରେ ସିନ୍ଦୁର, ଆଉ ପୁଅ ହାତରେ ଗଇଣ୍ଠାଳ ସହ ମୁଣ୍ଡରେ ମୁକୁଟ। ଆପଣ ଭାବୁଥିବେ ନିଶ୍ଚୟ, ନବବିବାହିତା ଯୋଡ଼ିଙ୍କୁ ଆମେ ଆପଣଙ୍କୁ ଦେଖାଉଛୁ କାହିଁକି। କାହିଁକି ନା ଏ ବିବାହ ଦୁଇ ଜଣଙ୍କ ମିଳନ ଠାରୁ ଦୁଇ ପାଦ ଆଗରେ।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #dibyangamarriage #odisha #news #odishareporter

Комментарии

Информация по комментариям в разработке