ମହିଳାଙ୍କଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ୟା । Dr Alakta Das on White Discharge (Leukorrhea) in Odia

Описание к видео ମହିଳାଙ୍କଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ୟା । Dr Alakta Das on White Discharge (Leukorrhea) in Odia

#WhiteDischarge #WomenHealth #OdiaHealthTips

ଲ୍ୟୁକୋରିଆ ଅର୍ଥାତ୍ ଧଳା ସ୍ରାବ ମହିଳାମାନଙ୍କଠାରେ ଏକ ସାଧାରଣ ସମସ୍ୟା। ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଯଦି ଏହି ଡିସଚାର୍ଜର ରଙ୍ଗ ବଦଳିଯାଏ, ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ନିହାତି ଜରୁରୀ। ତେବେ କେତେବେଳେ ଜାଣିବେ ଧଳାସ୍ରାବ ଅସାଧାରଣ? ଦୁର୍ଗନ୍ଧଯୁକ୍ତ ହ୍ୱାଇଟ୍‌ ଡିସ୍‌ଚାର୍ଜକୁ ରୋକିବେ କିପରି? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସ କ’ଣ କହୁଛନ୍ତି, ଜାଣନ୍ତୁ।

ଏହି ଭିଡିଓରେ ରହିଛି,

ହ୍ୱାଇଟ୍ ଡିସ୍‌ଚାର୍ଜ ବା ଧଳା ସ୍ରାବ କ’ଣ? (0:00)
କେମିତି ଜାଣିବେ ଧଳା ସ୍ରାବ ଅସାଧାରଣ? (0:56)
ହ୍ୱାଇଟ୍ ଡିସ୍‌ଚାର୍ଜର କାରଣ କ’ଣ? (3:57)
ହ୍ୱାଇଟ୍ ଡିସ୍‌ଚାର୍ଜର ପରୀକ୍ଷା ଏବଂ ଚିକିତ୍ସା (5:09)
ଦୁର୍ଗନ୍ଧଯୁକ୍ତ ହ୍ୱାଇଟ୍ ଡିସ୍‌ଚାର୍ଜକୁ ରୋକିବେ କିପରି? (6:23)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/when-do-you...

Leukorrhea (White Discharge) is a common problem in women in which white water comes from the vagina. However, there is no need to panic, but if the color of this discharge changes, then the treatment should not be delayed. So when do you know that whites are unusual? How to prevent smelly white discharge? Find out more from Dr Alakta Das, a Gynaecologist.

In this Video,

What is white discharge (Leukorrhea)? (0:00)
How do you know that white discharge is unusual? (0:56)
Causes of white discharge (Leukorrhea) (3:57)
Testing and treatment of white discharge (Leukorrhea) (5:09)
How to prevent smelly white discharge (Leukorrhea)? (6:23)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке