'ବିଜେଡି ଇଲେକ୍ସନ ଫର୍ମୁଲା ପାଇଁ ଗଦ ରେଡି' | Exclusive Interview With Pradeep Panigrahi। Odisha Reporter

Описание к видео 'ବିଜେଡି ଇଲେକ୍ସନ ଫର୍ମୁଲା ପାଇଁ ଗଦ ରେଡି' | Exclusive Interview With Pradeep Panigrahi। Odisha Reporter

ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ରୋକଠୋକ କଥା କହି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ପ୍ରଦୀପ କହିଲେ, ' ଏଥର ଇଲେକ୍ସନ ପାଇଁ ଗଦ ରେଡି କରି ରଖିଛନ୍ତି' । ଚଳିତ ନିର୍ବାଚନରେ ବିଜେପି ପ୍ରତି ବଢୁଛି ଲୋକଙ୍କ ସମର୍ଥନ। ପ୍ରଦୀପ ସିଧାସଳଖ କହିଲେ, 'ବିଜେଡି ଧ୍ବଂସ ହୋଇଯିବ' । ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ପ୍ରଦୀପ ପାଣିଗ୍ରାହୀ ଦେଲେ ଚାଞ୍ଚଲ୍ୟକର ବୟାନ । Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #ExclusiveInterview #PradeepPanigrahi #LokasabhaCandidate #GapalPurMLA #BJP #BJD #Elections2024 #NaveenPatnaik #GanjapPolitics

Комментарии

Информация по комментариям в разработке